Month: March 2026

ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି

‘ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି ଅନୁଗୋଳ,୦୮.୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୀ ଜିଲ୍ଲାରେ ଆୟୋଜିତ ସ୍ବତନ୍ତ୍ର…

ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତାଙ୍କ ଅଧ୍ୟକ୍ଷ ପଦକୁ ପଦୋନ୍ନତି

ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତାଙ୍କ ଅଧ୍ୟକ୍ଷ ପଦକୁ ପଦୋନ୍ନତି ଭଟଲି (ଅଭିମନ୍ୟୁ ପଧାନ):- ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତାଙ୍କ ପଟେଲ ଭେଷଜ ମହାବିଦ୍ୟାଳୟ, ଡୁଡୁକା ସୁନ୍ଦରଗଡ଼କୁ ଅଧ୍ୟକ୍ଷ ପଦରେ ପଦୋନ୍ନତି ହେବା ପରେ ଦଧିବାମନ ମହାବିଦ୍ୟାଳୟ ଭଟଲି ତରଫରୁ…

ବିଶ୍ୱମହିଳା ଦିବସ ପାଳିତ

ବିଶ୍ୱମହିଳା ଦିବସ ପାଳିତ ତାଳଚେର, ୦୭/୦୩ ଆଗେଇବା ଦୈନିକ ଖବରକାଗଜ ପକ୍ଷରୁ ପଂଚାୟତ ସଭାଗୃହ ଠାରେ ବିଶ୍ୱମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ଆଗେଇବା କାଗଜର ଯୋଗଦେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ…

ମହିଳା ବିକାଶ ପରିବର୍ତନ ତରଫରୁ ନାବାଳିକାଙ୍କ ଅପରାଧିକ ମାମଲା ଶିଘ୍ର ନ୍ୟାୟ କୋର୍ଟରେ ଦାବିପତ୍ର

ମହିଳା ବିକାଶ ପରିବର୍ତନ ତରଫରୁ ନାବାଳିକାଙ୍କ ଅପରାଧିକ ମାମଲା ଶିଘ୍ର ନ୍ୟାୟ କୋର୍ଟରେ ଦାବିପତ୍ର ତାଳଚେର, ୦୭/୦୩ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ବିକାଶମଂଚ (ପରିବର୍ତନ) ଅନୁଗୋଳ ପକ୍ଷରୁ ଆଜି ତାଳଚେର କୋର୍ଟ ପରିସରକୁ ଏକ ପ୍ରତିନିଧି ଦଳ ଆସି…

ମା ହିଙ୍ଗୁଳା ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ମା ହିଙ୍ଗୁଳା ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ତାଳଚେର, ୦୭/୦୩ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବା ଏବଂ ସାନ୍ତାଳ ସଂସ୍କୃତି ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ ଏବଂ ପୂର୍ବରୁ କେବେ ଏଭଳି ଘଟିନାହିଁ।…

ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ…

ଏପ୍ରିଲ୍‌ ୮ରେ ମୋକିମ୍‌ଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ

ନୁଆ ଦଳ ଲଞ୍ଚ କରିବା ନେଇ ବଡ଼ ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍‌ । ଏପ୍ରିଲ୍‌ ୮ରେ ନୂଆ ଦଳ ଲଞ୍ଚ୍‌ କରିବେ । ଏବଂ ଯାହାର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ…

ଅନ୍ତର୍ଜାତୀୟ ମହିଳା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାରା ବିଶ୍ୱରେ ପାଳିତ ହେଉଥିବା ଆନ୍ତର୍ଜାତିକ ମହିଳା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ, ବିଶେଷକରି ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, “ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ…

JDUରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ

ମୂଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ନିଶାନ୍ତ କୁମାର ତାଙ୍କ ପିତା ନୀତୀଶ କୁମାରଙ୍କ ରାଜ୍ୟ ସଭାରେ ପ୍ରବେଶ ନିଷ୍ପତ୍ତିକୁ ସ୍ବାଗତ…