ରାଜଧାନୀ ଦିଲ୍ଲୀକୁ ମୋଦିଙ୍କ ୩୩,୫୦୦ କୋଟି ଟଙ୍କାର ଉପହାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଜଧାନୀ ଦିଲ୍ଲୀରେ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପାଇଁ ଆଧୁନିକ ଆବାସିକ କମ୍ପ୍ଲେକ୍ସ…
