Month: March 2026

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ ୩୨୭୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ଆଜି ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ…

ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ପାରାଦୀପ: ପ୍ରଥମେ, ମୁଁ ଦେଶର ବରେଣ୍ୟ ଜନନେତା, ଦୃଢ଼ ପ୍ରଶାସକ, ଗୃହ ଏବଂ ସହକାରୀତା ମନ୍ତ୍ରୀ, ମାନନୀୟ ଶ୍ରୀ ଅମିତ ଶାହାଜୀଙ୍କୁ ଓଡ଼ିଶାର ବନ୍ଦର ନଗରୀ ପାରାଦୀପକୁ ସ୍ୱାଗତ କରୁଛି। ଅମିତ ଶାହା ଦେଶର ଜଣେ ଦୃଢ ଏବଂ ଦୃତ ନିଷ୍ପତ୍ତି…

ପାରାଦୀପ ହେଉଛି ଭାରତର ଆର୍ଥିକ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ

• କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଲେ • ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ଲୋକାର୍ପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ସୁଦୃଢ଼…

ଆଜିର ରାଶିଫଳ ଓ ଶୁଭ ସୂଚନା

ଆଜିର ରାଶିଫଳ ଓ ଶୁଭ ସୂଚନା ଜାଗ୍ରତ ଭାରତ ନ୍ୟୂଜ ର ଶୁଭ ସଂଖ୍ୟା ଶୁଭ ରଙ୍ଗ ଶୁଭ ସମୟ ପ୍ରତିକାର ସହ ଆଜିର ରାଶିଫଳ ନମସ୍କାର! ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକବନ୍ଧୁଙ୍କୁ ଆଜିର ଦିନର ଶୁଭେଚ୍ଛା।…

କୁରୁଡୁଲୁରେ ୨୧ ଜଣ ଶୈବ ସମାଜର ପିଲାଙ୍କ ଉପନୟନ ସଂସ୍କାର ଅନୁଷ୍ଠିତ

କୁରୁଡୁଲୁରେ ୨୧ ଜଣ ଶୈବ ସମାଜର ପିଲାଙ୍କ ଉପନୟନ ସଂସ୍କାର ଅନୁଷ୍ଠିତ ଅନୁଗୋଳ: ଶିବଶକ୍ତି ମନ୍ଦିର ପୂଜକ ମହାସଙ୍ଘ, ଓଡିଶା ଅନୁଗୋଳ ଶାଖା ତରଫରୁ କୁରୁଡୁଲୁ ସ୍ଥିତ ବାବା ଈଶାନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୨୧ ଜଣ ଶୈବ ସମାଜର ପିଲାଙ୍କର…

କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ AI ବ୍ୟବହାର କର୍ମଶାଳା

କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ AI ବ୍ୟବହାର କର୍ମଶାଳା ଓଡ଼ିଶା AI ନୀତି-୨୦୨୫ ର ଉଦ୍ଦେଶ୍ୟ ଏବଂ “AI for All” ର ଦୂରଦୃଷ୍ଟି ଆଧାରରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ “AI…

ବାଲିଯୋରନ୍ଦା ଗ୍ରାମରେ ଦୋଳଯାତ୍ରା

ବାଲିଯୋରନ୍ଦା ଗ୍ରାମରେ ଦୋଳଯାତ୍ରା ଢେଙ୍କାନାଳ : ଗଁଦିଆ ବ୍ଲକ ବାଲିଯୋରନ୍ଦା ଗ୍ରାମରେ ଗୁରୁବାର ଦିନ ଦୋଳମେଲଣ ଅନୁଷ୍ଠିତ ହୋଇଯାଇଛି। ଏହି ମେଲଣରେ ପାଞ୍ଚ ମଣ୍ଡଳୀ ଅର୍ଥାତ ପାଞ୍ଚୋଟି ଗ୍ରାମ ବାଲିଯୋରନ୍ଦା, ଆମ୍ବପଡା, ମକୁନ୍ଦପୁର, ବଲ୍ଲଭ ଓ ଗୋପାଳପୁରର ପ୍ରଭୁ ରାଧାକୃଷ୍ଣଙ୍କର ଯୁଗଳ…

ସୁପୋଷିତ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ସୁପୋଷିତ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ଅନୁଗୋଳ, ୦୬.୦୩ : ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ “ସୁପୋଷିତ ଲକ୍ଷ୍ୟ” ଦିଗରେ ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ…

ବଡ଼ବିଲ ହରିହର ମନ୍ଦିରର ଚାଳିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଡ଼ବିଲ ହରିହର ମନ୍ଦିରର ଚାଳିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଅବସ୍ଥିତ ବଡ଼ବିଲ ହରିହର ମନ୍ଦିରର ଚାଳିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିରରେ ଏକ…

ରାଜ୍ୟସଭା ନିର୍ବାଚନ: ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ରହଛିିନ୍ତି । ବିଜେଡିର ସଂତୃପ୍ତ ମିଶ୍ର…