Month: March 2026

ଗୁଜୁରାଟ ଭଳି ଓଡିଶାର ବିକାଶ ହେବ: ଶାହ

କଟକ: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡିଶାରେ ଶାସନ କରୁଛି । ବିଜେପି ସରକାର ସଠିକ ଦିଗରେ ଓଡିଶାକୁ ଆଗେଇ ନେଉଛି । ଗୁଜୁରାଟ ଭଳି ଓଡିଶାର ମଧୟ ବିକାଶ ହେବ…

କେନ୍ଦୁଝର ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଜନ ଅଧିକାର ସମାବେଶ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଜନ ଅଧିକାର ସମାବେଶ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲା ଯୋଡ଼ା ବନେଇକଳା ଖେଳ ପଡ଼ିଆରେ କଂଗ୍ରେସ କମିଟି ପକ୍ଷରୁ ଜନଅଧିକାର ସମାବେଶ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଯୋଡ଼ା ଠାରେ ପହଞ୍ଚିବା…

ଜିଲ୍ଲା ସ୍ତରୀୟ “ ଅର୍ନ୍ତଜାତୀୟ ମହିଳା ଦିବସ ” ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ “ ଅର୍ନ୍ତଜାତୀୟ ମହିଳା ଦିବସ ” ଅନୁଷ୍ଠିତ ଅନୁଗୋଳ, ୦୬.୦୩ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ। ଓଡ଼ିଶା ପରିବାର, ଗୃହ ବିଭାଗ ଓ…

ନୂତନ ବିରଜା ପାଞ୍ଜି ପଠନ; ମରୁଡ଼ି ଆଶଙ୍କା ସହିତ ମିଳିଛି ଯୁଦ୍ଧ ସଙ୍କେତ

ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ଝୁଳଣ ଯାତ୍ରା ଓ ପାଞ୍ଜି ପଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ଙ୍କ ନିକଟରେ ସେବକ ଜ୍ୟୋତିଷ୍ୟ ଗୋବିନ୍ଦ ଚନ୍ଦ୍ର ମହରଣ୍ୟଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି…

OTET କେଳେଙ୍କାରୀ; ୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ…

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ସମୀକ୍ଷା ବୈଠକ

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ୨୦୨୬ ଫେବୃଆରୀ ମାସ ଶେଷ ସୁଦ୍ଧା…

ଆମେରିକା-ଇସ୍ରାଏଲ-ଇରାନ ବିବାଦ; ବିଶ୍ୱରେ ଅଶୋଧିତ ତୈଳର କୌଣସି ଅଭାବ ନାହିଁ

ଆମେରିକା-ଇସ୍ରାଏଲ-ଇରାନ ବିବାଦ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହା ବିଶ୍ୱ ଶକ୍ତି ଚାହିଦାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ସରକାରୀ ସୂତ୍ର ଅନୁଯାୟୀ, ଭାରତ…

ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ

ନୁଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗୁରୁବାର (୫ ମାର୍ଚ୍ଚ, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।…

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର…