Month: March 2026

ଷ୍ଟେଟ ଅଫ୍ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ୱଂସ ଚେତାବନୀ..

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଏହାର ଭିତରେ ଷ୍ଟ୍ରେଟ ଅଫ ବରମୁଜକୁ ବନ୍ଦ କଲା ଇରାନ । କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ୱଂସ କରିବାକୁ ଚେତାବନୀ ଦିଆଯାଇଛି । ଆଇଆରଜିସି କମାଣ୍ଡର ଇନ ଚିଫ ଏବ୍ରାହିମ ଜବ୍ୱାରୀ…

ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଶିବେଶ କୁମାର ମଧ୍ୟ ବିହାରରୁ ଦ୍ୱିତୀୟ ପ୍ରାର୍ଥୀ । ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ…

ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି

ଭୁବନେଶ୍ୱର: ଓଡ଼ିଶାର ୪ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ବି ସରଗରମ ହେଉଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ଗୋଟିଏ ଆସନରେ ବିଜୟୀ ହେବ ଓ ବିଜେପି ୨ ଟି ଆସନରେ ବିଜୟୀ ହେବ ।…

ଶାହ, ମୋହନ, ମନମୋହନଙ୍କୁ ଭେଟିଛି: ଦିଲ୍ଲୀପ

ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀତ୍ୱ ଘୋଷଣା ପରେ ଦିଲ୍ଲୀପ ରାୟ ବଡ ଘୋଷଣା କରିଛନ୍ତି । କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କୁ ଭେଟି ସାରିଛି । ସବୁ ଦଳର ସମର୍ଥନ ପାଇଁ ଉଦ୍ୟମ…

ଆଜିର ରାଶିଫଳ

ଆଜି ବୁଧବାର, ମାର୍ଚ୍ଚ ୪, ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ଏଠାରେ ପ୍ରଦତ୍ତ ହେଲା। ଜାଗ୍ରତ ଭାରତ ନ୍ୟୂଜର ପାଠକମାନଙ୍କ ପାଇଁ ଏହି ଦିନଟି କେମିତି ରହିବ, ଆସନ୍ତୁ ଜାଣିବା: ​♈ ମେଷ (Aries) ​♉ ବୃଷ (Taurus) ​♊…

ଜୁନାଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତାସାଇବର ଠକେଇ ମାମଲାରେ ୪ ଗିରଫଲୋକଙ୍କ ଠାରୁ ୧୪ ଲକ୍ଷ ୫୫ ହଜାର କରିଥିଲେ ଠକେଇ

ଜୁନାଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତାସାଇବର ଠକେଇ ମାମଲାରେ ୪ ଗିରଫଲୋକଙ୍କ ଠାରୁ ୧୪ ଲକ୍ଷ ୫୫ ହଜାର କରିଥିଲେ ଠକେଇ ଜୁନାଗଡ,୩।୩/(ବାଲେଶ୍ଵର ସୁନାନୀ ଜାଗ୍ରତ ଭାରତ ନ୍ୟୁଜ)କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର…

ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ

ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ କନ୍ଧମାଳ, ତା, ୦୩/୦୩ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ…

ଦୋଳପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦ ବିମାନରେ ନଗର କୀର୍ତ୍ତନରେ ବାହାରିଲେ

ଦୋଳପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦ ବିମାନରେ ନଗର କୀର୍ତ୍ତନରେ ବାହାରିଲେ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ଦୋଳ ପୂର୍ଣ୍ଣିମା ଅବସରରେ ରାଧା ଗୋବିନ୍ଦ ଏକ ସୁସଜ୍ଜିତ ବିମାନ ଯୋଗେ ନଗର ପରିକ୍ରମାରେ ବାହାରିଛନ୍ତି। ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼…

ତାଲିବାନର ଆକ୍ରମଣରେ ପାକିସ୍ତାନୀର ୩ ସୈନିକ ମୃତ

ପାକିସ୍ତାନ: ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ପୁଣି ଥରେ ସଂଘର୍ଷ ଆରମ୍ଭ ହୋଇଛି । ଆଫଗାନିସ୍ତାନରେ ତାଲିବାନ ନେତୃତ୍ୱାଧୀନ ସେନା ପାକିସ୍ତାନ ବିରୁଦ୍ଧରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ, ଆଫଗାନ ସୈନ୍ୟମାନେ ଡୁରାଣ୍ଡ ରେଖା…

ଇରାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୁଆଦିଲ୍ଲୀ: ମଙ୍ଗଳବାର ଦିନ ଦକ୍ଷିଣ ଇରାନର ଗେରାଶ ସହର ନିକଟରେ 4.3 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପ୍ରାୟ 10 କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଏହା ଭୂକମ୍ପ ଦୃଷ୍ଟିରୁ ସକ୍ରିୟ ଅଞ୍ଚଳରେ ପ୍ରାକୃତିକ ଭୂକମ୍ପ କାର୍ଯ୍ୟକଳାପର…