Month: March 2026

ପବିତ୍ର ପର୍ବ ହୋଲି ଉତ୍ସବ ପାଳନ

ଭାଇଚାରାର ପବିତ୍ର ପର୍ବ ହୋଲି ଅବସରରେ ଢେ଼ଙ୍କାନାଳ ୱାର୍ଡ ନ 1, ତରଫରୁ ଢେଙ୍କାନାଳ ସହର କାଠଗଡ଼ା ନୂଆ ସାହି ଗ୍ରାମ ର ରାଧାକୃଷ୍ଣ ମନ୍ଦିର ଠାରେ ଆୟୋଜିତ ହୋଲି ଉତ୍ସବର ଭବ୍ୟ କାର୍ଯ୍ୟକ୍ରମରେ ଏସ. ଡ଼ି. ଏ ସଭାପତି ବିଭୁତି…

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ରଙ୍ଗର ପର୍ବ ହୋଲି ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ରଙ୍ଗର ପର୍ବ ହୋଲି ପାଳିତ ଢେଙ୍କାନାଳ : ଆଜି ପବିତ୍ର ଭାଇଚାରାର ପର୍ବ ହୋଲି ଅବସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ସ୍ଥାନୀୟ ଜବାହର ଚୌକ ଠାରେ ହୋଲି ଉତ୍ସବ ପାଳିତ ହୋଇଯାଇଛି।…

ଢ଼େଙ୍କାନାଳ ଫ୍ରେଣ୍ଡମସ୍ତି ଗୃପ ତରଫରୁ ହୋଲି ଉତ୍ସବ ପାଳିତ

ଢ଼େଙ୍କାନାଳ ଫ୍ରେଣ୍ଡମସ୍ତି ଗୃପ ତରଫରୁ ହୋଲି ଉତ୍ସବ ପାଳିତ ଢ଼େଙ୍କାନାଳ କାରିଗର ସାହି ସ୍ଥିତ ଫ୍ରେଣ୍ଡମସ୍ତି ଗୃପ ତରଫରୁ ଧୁମଧାମରେ ହୋଲି ଉତ୍ସବ ପାଳିତ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ରଙ୍ଗ ପର୍ବକୁ ଗୃପର ସମସ୍ତ ସଦସ୍ୟ ହର୍ବାଲ ରଙ୍ଗ…

ଅସ୍ମିତା କିକ୍ ବକ୍ସିଂ ସାଉଥ୍ ଜୋନାଲ ଲିଗ୍

ଅସ୍ମିତା କିକ୍ ବକ୍ସିଂ ସାଉଥ୍ ଜୋନାଲ ଲିଗ୍ କର୍ଣାଟକ ବାଙ୍ଗାଲୋର ର କୋର୍ମଙ୍ଗଲା ଇଣ୍ଡୋର ଷ୍ଟାଡିୟମ ରେ ଚଳିତ ମାର୍ଚ୍ଚ ମାସ ୦୫-୦୮ ତାରିଖ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ ଓମେନ୍ କିକ୍ ବକ୍ସିଂ ଲିଗ୍ ୨୦୨୫-୨୦୨୬(ସାଉଥ୍ ଜୋନ) ଅନୁଷ୍ଠିତ ହେବାକୁ…

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ ବାଲିଗୁଡା, ତା, ୦୪/୦୩:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର…

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

ନୁଆଦିଲ୍ଲୀ: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଯୁଦ୍ଧ ମଧ୍ୟରେ ଆଜି ଅପରାହ୍ନରେ ଇରାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଦକ୍ଷିଣ ଇରାନର ଗେରାଶ ଅଞ୍ଚଳରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ପ୍ରାୟ ୧୦…

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ନେତା ପଶ୍ଚିମ ଏସିଆର ପରିବର୍ତ୍ତିତ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବ ଉପରେ…

ଆସିଲାରେ ରଙ୍ଗର ପର୍ବ ହୋଲି

ନ୍ୟୁଜ୍ ହେଡଲାଇନ୍: ରଙ୍ଗର ପର୍ବ ହୋଲି: ‘ଜାଗ୍ରତ ଭାରତ’ର ସ୍ୱତନ୍ତ୍ର ରିପୋର୍ଟ – ଘରେ ଘରେ ଖୁସିର ଲହର ସ୍ଥାନୀୟ ବାସିନ୍ଦାଙ୍କ ମତାମତ: “ଆମେ ବହୁତ ଖୁସି ଯେ ଚଳିତ ବର୍ଷ ବହୁତ ଶାନ୍ତିପୂର୍ଣ୍ଣ ଭାବେ ହୋଲି ପାଳନ ହେଉଛି। ଜାଗ୍ରତ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ,ତା.୦୨.୦୩:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି

ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି…