Month: April 2026

ବିହାର ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ବିଜୟୀ

ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଆସ୍ଥା ଭୋଟ ପାଇଁ ଶୁକ୍ରବାର ବିହାର ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ୨୦୨ ସଦସ୍ୟ…

୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ

ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା ହୋଇପାରେ। ଆସନ୍ତା ୩୦ ତାରିଖରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ମାତ୍ର ଗୋଟିଏ ଦିନ ପାଇଁ ଏହି ଅଧିବେଶନ ଅନୁଷ୍ଠିତ ହେବ।…

ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଙ୍ଘ ପକ୍ଷରୁ ଦହି ସର୍ବତ ବଣ୍ଟନ

ଅଦ୍ୟ ଢେଙ୍କାନାଳ ସହର ବସଷ୍ଟାଣ୍ଡ ନିକଟ ହନୁମାନ ବାଟିକା ନିକଟ ରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଙ୍ଗ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇ ଅଛି। ଏହି ମହତ କାର୍ଯ୍ୟ ପାଇଁ ଅନେକବାଟୋଇ ଓ ବୁଦ୍ଧିଯିବି ସଙ୍ଗ କୁ…

ବିଜେପିରେ ମିଶିଲେ ରାଘବ ଚଢ଼ାଙ୍କ ସହ ୩ ସାଂସଦ

ଆପରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗଦେଲେ ସାଂସଦ ରାଘବ ଚଢ଼ାଙ୍କ ସହ ୨ସାଂସଦ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ସାମିଲ ହେଲେ। ଆପରୁ ଇସ୍ତଫା ଦେବାପରେ ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାରତୀୟ…

ବଲାଙ୍ଗୀରରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍: ଆଜିର ରାଶିଫଳ (୨୫ ଏପ୍ରିଲ ୨୦୨୬, ଶନିବାର) ଆପଣଙ୍କ ଦିନଟି କିପରି କଟିବ ଏବଂ କେଉଁ ପ୍ରତିକାର ଦ୍ୱାରା ଆପଣ ସଫଳତା ପାଇପାରିବେ, ଆସନ୍ତୁ ଜାଣିବା ଆଜିର ସମ୍ପୂର୍ଣ୍ଣ ରାଶିଫଳ। ୧. ମେଷ (Aries) ୨. ବୃଷ…

ଲୋକାର୍ପିତ ହେଲା ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’

ଲୋକାର୍ପିତ ହେଲା ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’ ତାଳଚେର,୨୪/୦୪ ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’ ଲୋକାର୍ପିତ ହୋଇଯାଇଛି । ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ…

ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ

ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ ଭବାନୀପାଟଣା (ଜାଗ୍ରତ ଭାରତ )ତା. ୨୪.୦୪.୨୦୨୬ – କଳାହାଣ୍ଡି ଜିଲ୍ଲାରେ. ସଂଗ୍ରହ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ…

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ଅନୁଗୋଳ, ୨୪.୦୪ : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ପାଳିତ ହୋଇଯାଇଛି। ଗ୍ରାମାଞ୍ଚଳର ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼…

ଜିଲ୍ଲା ପ୍ରଶାସନ ତରଫରୁ ମହିଳା ଆୟୋଗ ର ସହାୟତା ରେ ଆଇନ ସଚେତନତା କର୍ମଶାଳାର ଆୟୋଜନ

ଅଦ୍ୟ ତା ୨୪.୪.୨୦୨୬ ରିଖ ରେ ଜମନକିରା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ମହିଳା ଆୟୋଗ ର ସହାୟତା ରେ ଆଇନ ସଚେତନତା କର୍ମଶାଳା ର ଆୟୋଜନ କର। ହୋଇଥିଲା ଶ୍ରୀମତୀ ସରିତା ଦାସ ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍…