Month: April 2026

ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନ ଚଡ଼ଚଡ଼ି ବିଟ ର ଚଡ଼ଚଡ଼ି ଗାଁରେ ଅଘଟଣ। ଆଜି ସକାଳୁ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଚଡ଼ଚଡ଼ି ଗାଁର ଉପାସି ବେହେରା (୫୯) ବୋଲି…

ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କଲେ ଟ୍ରମ୍ପ

ଆମେରିକା: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା କରିଛନ୍ତି ଯେ, ଇରାନ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ…

ଖଣିସମୃଦ୍ଧ ଅଞ୍ଚଳ ପିଲାଙ୍କୁ ପାଠ ପଢିବାକୁ କରିବାକୁ ପଡୁଛି ଏବେବି ସଂଘର୍ଷ।

ଖଣିସମୃଦ୍ଧ ଅଞ୍ଚଳ ପିଲାଙ୍କୁ ପାଠ ପଢିବାକୁ କରିବାକୁ ପଡୁଛି ଏବେବି ସଂଘର୍ଷ। ଜୀବନକୁ ବାଜିଲଗାଇ ପାଠ ପଢିବାକୁ ପିଲାମାନେ ସ୍କୁଲ ଯାଉଛନ୍ତି। ଦ୍ଵୀପ ତଳ ଅନ୍ଧାର ଏହି ଉକ୍ତିଟି ଶୁଣିବାକୁ ମିଳେ କିନ୍ତୁ ଖଣି ସମୃଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତଦ୍ୟୋୟ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି।…

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

ୱାଶିଂଟନ: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଏକ ଆଶ୍ଵସ୍ତିକର ଖବର ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଅସ୍ତ୍ରବିରତି ବୃଦ୍ଧି ଘୋଷଣା କରିଛନ୍ତି। ପାକିସ୍ତାନର ଅନୁରୋଧରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି । ଆଜି ଆମେରିକା – ଇରାନ…

ସାପ ଧରାଳି ସୂର୍ଯ୍ୟକାନ୍ତଙ୍କ ଜୀବନ କାହାଣୀ

ସାପ ଧରାଳି ସୂର୍ଯ୍ୟକାନ୍ତଙ୍କ ଜୀବନ କାହାଣୀ ଢେଙ୍କାନାଳ ଜିଲ୍ଲାର ଏକ ଛୋଟ ରାମେଶ୍ବର ପୁର ରେସୂର୍ଯ୍ୟକାନ୍ତ ନାମରେ ଜଣେ ଯୁବକ ରହୁଥିଲେ। ପିଲାଦିନୁ ସେ ସାପ ଦେଖି ଡରୁ ନ ଥିଲେ। ଅନ୍ୟ ପିଲାମାନେ ଯେଉଁଠି ଚିତ୍କାର କରି ପଳାଉଥିଲେ, ସୂର୍ଯ୍ୟକାନ୍ତ…

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ୧୯୭୮ ତାଲିକା ସହ ମେଳ ଖାଉଛି ୨୦୨୬ ଗଣତିମଣତି: ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଚାଲୁଥିବା ତାଲିକାରେ ଏପର୍ଯ୍ୟନ୍ତ କୌଣସି ଅସଙ୍ଗତି ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।…

ପଶ୍ଚିମବଙ୍ଗରେ ଲାଗିଲା ନିର୍ବାଚନୀ କଟକଣା, ଦିନରେ ବାଇକ ପଛରେ ବସାଇବା ମନା, ରାତିରେ ବାଇକ୍ ଚଲାଇବା ବିଲକୁଲ୍ ମନା

କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ…

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ: ମୁଖ୍ୟମନ୍ତ୍ରୀ

ରାଉରକେଲା: ମାନ୍ୟବର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଅବସରରେ ଆୟୋଜିତ ଆଦି ପରବ ୨୦୨୬ ତଥା ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରଖିକହିଛନ୍ତି ଜୟ ଜଗନ୍ନାଥ ! ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ…

ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ “ବାଚସ୍ପତି କମିଟି ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଏବଂ ଓଡ଼ିଶାର…