Month: April 2026

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ୪ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି

ଭୁବନେଶ୍ଵର: ରାଜ୍ୟର ୪ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି ଲୋକଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି.ରାଉତ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶିବରାମ ତ୍ରିପାଠୀ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର…

ଘରୋଇ ସ୍କୁଲ ନିୟମ ନ ମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ – ମନ୍ତ୍ରୀ

ଘରୋଇ ସ୍କୁଲ ସରକାରୀ ନିୟମ ଖିଲାପ କରିବା ଉପରେ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ସକାଳୁଆ ସ୍କୁଲ ହିଁ ବାଧ୍ୟତାମୂଳକ। କୌଣସି ଘରୋଇ ଶିକ୍ଷା ଅନୁଷ୍ଠାନ ୧୦ଟା୩୦ ପରେ କ୍ଲାସ୍ କରିପାରିବେ ନାହିଁ।…

ରାଜନୀତିରେ ମହିଳା : ବିଶ୍ୱର କେବଳ ୧୬ ଦେଶରେ ମହିଳା ରାଷ୍ଟ୍ରମୁଖ୍ୟ

ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ଆଗତ ହୋଇଛି। ଏହାକୁ ‌ନେଇ ଏବେ ଦେଶ ସହିତ ବିଦେଶରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ କାର୍ଯ୍ୟାଳୟ, କଲେଜ ଏବଂ ସଂସଦ ଭଳି ସ୍ଥାନଗୁଡ଼ିକରେ ନେତୃତ୍ୱ ଭୂମିକାରେ ମହିଳାମାନଙ୍କ…

ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ପାଳିତ

ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ପାଳିତ ଅନୁଗୋଳ,ତା.୧୫.୪:- ଜିଲ୍ଲା ପରିଷଦ ଓ ଜିଲ୍ଲା ସମାଜ ମଙ୍ଗଳବିଭାଗର ମିଳିତ ଆନୁକୁଲ୍ଯରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକ ଓ ଦର୍ଶକମାନଙ୍କୁ ସ୍ୱାଗତ। ଆଜି ୧୭ ଏପ୍ରିଲ ୨୦୨୬, ଶୁକ୍ରବାର। ଆସନ୍ତୁ ଜାଣିବା ଆଜିର ଶୁଭ ସମୟ, ଶୁଭ ରଙ୍ଗ ଏବଂ ସମସ୍ତ ୧୨ଟି ରାଶିର ଭାଗ୍ୟଫଳ। ଆଜିର ପଞ୍ଚାଙ୍ଗ ଓ ଶୁଭ ମୁହୂର୍ତ୍ତ…

ସିବିଏସିଇ ଦଶମ ଶ୍ରେଣୀ ପରୀକ୍ଷାରେ ଡ଼ିଏଭି ସ୍କୁଲର ସଫଳତା

ସିବିଏସିଇ ଦଶମ ଶ୍ରେଣୀ ପରୀକ୍ଷାରେ ଡ଼ିଏଭି ସ୍କୁଲର ସଫଳତା଼ତାଳଚେର, ୧୬/୦୪ ତାଳଚେର ସଦ୍ୟ ପ୍ରକାଶିତ ସିବିଏସଇ ଦଶମଶ୍ରେଣୀ ପରୀକ୍ଷାରେ ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଆଶାତିତ ସଫଳତା ହାସଲ କରିଛନ୍ତି । ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରୀମାନ ତ୍ରିମାନ ପ୍ରଧାନ ୯୯.୪%…

ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ରତାଳଚେର, ୧୬/୦୪ ତାଳଚେର ବ୍ଳକ ଅନ୍ତର୍ଗତ କଣ୍ଢାଳ ପଂଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦାସରଥିପୁର ଓ ସୌଭାଗ୍ୟଗର ଅଂଚଳରେ ପାଳନୀୟ ଜଳର ଅଭାବର ସମାଧାନ ପାଇଁ ପଂଚାୟତ ସରପଂଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ୱାର୍ଡ଼ମେମ୍ବର ଉମାମଧବ ଆଚାର୍ଯ୍ୟ,…

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନତାଳଚେର, ୧୬/୦୪ ଏନଟିପିସି ତାଳଚେର ଥର୍ମାଲ ଡ଼ଃ ବିଆର ଆମ୍ବେଦକରଙ୍କ ୧୨୬ତମ ଜନ୍ମବାର୍ଷିକ ଏକ ଚିନ୍ତିତ ଭାବେ ସଂଯୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛି, ଯାହାର ଉଦଘାଟନ ପ୍ରତିମୂର୍ତି ଉନ୍ମୋଚନ ଏବଂ ଏକ…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓ.ପି.  ଜିନ୍ଦଲ  ସ୍କୁଲର  ଶତପ୍ରତିଶତ ସଫଳତା

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା ୧୬ ଏପ୍ରିଲ, ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ସଦ୍ୟ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅସାଧାରଣ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସ୍କୁଲର ମୋଟ…

ସୋୟାବାଲି ଜିନ୍ଦଲସ୍କୁଲ୍ ଟପ୍ପରହେଲେ ବିପ୍ଲବ କୁମାର ବାରିକ୍

ସୋୟାବାଲି ଜିନ୍ଦଲସ୍କୁଲ୍ ଟପ୍ପରହେଲେ ବିପ୍ଲବ କୁମାର ବାରିକ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସୋୟାବାଲି ସ୍ଥିତ ଜିନ୍ଦଲ ସ୍କୁଲର ମେଟ୍ରିକ୍ ପରୀକ୍ଷା ଟପ୍ପର ହୋଇଛନ୍ତି ବିପ୍ଲବ କୁମାର ବାରିକ୍। ଗତ ପନ୍ଦର ତାରିଖ ଦିନ CBSE…