Spread the love

ଘରୋଇ ସ୍କୁଲ ସରକାରୀ ନିୟମ ଖିଲାପ କରିବା ଉପରେ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ସକାଳୁଆ ସ୍କୁଲ ହିଁ ବାଧ୍ୟତାମୂଳକ। କୌଣସି ଘରୋଇ ଶିକ୍ଷା ଅନୁଷ୍ଠାନ ୧୦ଟା୩୦ ପରେ କ୍ଲାସ୍ କରିପାରିବେ ନାହିଁ। କୌଣସି ମତେ ଏଭଳି ଅଭିଯୋଗ ଅଭିଭାବକଙ୍କ ତରଫରୁ ଆସିଲେ ସ୍କୁଲ କର୍ତୁପକ୍ଷ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

Leave a Reply

Your email address will not be published. Required fields are marked *