ଚୀନକୁ ଆମେରିକାର ଖୋଲା ଚେତାବନୀ ; ଯଦି ଇରାନକୁ ଅସ୍ତ୍ରଶସ୍ତ୍ର ଦେବ ତାହେଲେ
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚୀନ୍ ଆଡକୁ ମୁହାଁଇଛନ୍ତି। ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ ବେଜିଂକୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହା ଇରାନକୁ…
