Month: April 2026

ଧର୍ମପରାୟଣ ବ୍ୟକ୍ତି କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଧର୍ମପରାୟଣ ବ୍ୟକ୍ତି କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ବିଂଝାରପୁର —– ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଛଦ୍ଧାମୁଣ୍ଟ ଗ୍ରାମର ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା…

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା ଦେଉଳଝରି, ସାତକୋଶିଆ, ଖୁଲୁଡି, ବାୟାଣୀ ପାଠ ଓ ହିଙ୍ଗୁଳା ପୀଠରୁ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ ଅନୁଗୋଳ ତା.୧୨.୦୪: ଚଳିତ ମାସ ୧୭ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ…

ତେହରି ହ୍ରଦରେ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର ସ୍ପୋର୍ଟ୍ସ କ୍ଲଷ୍ଟର ୨୦୨୫-୨୬ ସମାପ୍ତ

ତେହରି ହ୍ରଦରେ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର ସ୍ପୋର୍ଟ୍ସ କ୍ଲଷ୍ଟର ୨୦୨୫-୨୬ ସମାପ୍ତ ତେହରି, ଉତ୍ତରାଖଣ୍ଡ | ଏପ୍ରିଲ ୨୦୨୬ ଆଜି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଦ୍ୱାରା ସୁନ୍ଦର ତେହରି ହ୍ରଦରେ ଆୟୋଜିତ ୨୫ତମ ଅଲ୍ ଇଣ୍ଡିଆ ପୋଲିସ…

ଭାରତୀୟ ଯୋଗ ସଂସ୍ଥାନ ର ୬୦ ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ୧୧ ତମ ବାର୍ଷିକ ଉତ୍ସବ ପାଳିତ

ଆଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ…

ଆଜିର ରାଶିଫଳ

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକ ଓ ଦର୍ଶକବନ୍ଧୁମାନଙ୍କୁ ସ୍ୱାଗତ। ଆଜି ୧୩ ଏପ୍ରିଲ ୨୦୨୬, ସୋମବାର, ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ପୂର୍ବ ସନ୍ଧ୍ୟାରେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ପାଇଁ କଣ ରହିଛି ଆଜିର ଭାଗ୍ୟଫଳ।…

ଗ୍ରାମବାସୀଙ୍କ ପକ୍ଷରୁ ରୁମଟା କମ୍ପାନୀକୁ ବିରୋଧ

ଗ୍ରାମବାସୀଙ୍କ ପକ୍ଷରୁ ରୁମଟା କମ୍ପାନୀକୁ ବିରୋଧ ତାଳଚେର, ୧୨/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଂଚାୟତରେ ଗତକାଲି ସନ୍ଧ୍ୟା ସମୟରେ ରୁମଟା କମ୍ପାନୀର ଡ଼୍ରିଲିଙ୍ଗ ମେସିନ୍‌ର ଏକ ଟ୍ରକ ବୋରୱେଲ ନିମନ୍ତେ ସରେଇଲୋ ଗ୍ରାମକୁ ଯାଇଥିଲା । ଏହି ଖବର ପାଇବା…

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ଼ତାଳଚେର, ୧୨/୦୪ ତାଳଚେର ପୌରାଚଂଳ ଅନ୍ତର୍ଗତ ୪ନଂ-ୱାର୍ଡ଼ ନୁହୁରାସାହିର ବିମ୍ବାଧର ବେହେରାଙ୍କ (୬୩)ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ । ଆଜି ସେ ଦିବା ୨ଘଟିକା…

ପ୍ରତିଷ୍ଠିତ ଗାୟିକା ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ

ଏଣିକି ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ଗତକାଲି (ଏପ୍ରିଲ ୧୧, ୨୦୨୬ ଶନିବାର) ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍…

ସଂସଦରେ ନାରୀ ଶକ୍ତି ପାଇଁ ବିଶେଷ ଅଧିବେଶନ ଏବଂ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର, ୧୨/୪ : ସଂସଦରେ ନାରୀ ଶକ୍ତି ପାଇଁ ବିଶେଷ ଅଧିବେଶନ ଏବଂ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ରେଳ ଷ୍ଟେସନ ରୋଡ଼ ସ୍ଥିତ ସ୍ପେସାଲ୍ ସାର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି…

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ବାଲିଗୁଡା, ତା, ୧୨/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ…