ଓଡ଼ିଶାର କଳା, ସଂସ୍କୃତିରେ ହିଙ୍ଗୁଳା ଲୋକ ମହୋତ୍ସବ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି
ଓଡ଼ିଶାର କଳା, ସଂସ୍କୃତିରେ ହିଙ୍ଗୁଳା ଲୋକ ମହୋତ୍ସବ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାଳଚେର, ୦୩/୦୪ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ୨୨ତମ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ…
