କମୁନି ଟ୍ରମ୍ପଙ୍କ ଶୁଳ୍କ ଝଟକା; ଏବେ ଔଷଧ ଉପରେ ଲାଗୁ କଲେ ୧୦୦ ପ୍ରତିଶତ ଶୁଳ୍କ
ୱାଶିଂଟନ୍, ୪|୪ : ଆମେରିକା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି | ବିଦେଶୀ କମ୍ପାନୀର ଔଷଧ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର…
