ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ବେଳେ ମା’ କାଳୀଙ୍କ ପୂଜା ପାଇଁ ପଦ୍ମ ଫୁଲ କିଣିଲେ ପ୍ରଧାନମନ୍ତ୍ରୀ ମୋଦୀ
ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ବେଳେ ମା’ କାଳୀଙ୍କ ପୂଜା ପାଇଁ ଫୁଲ କିଣିଲେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିଆରା ଏବଂ ଭକ୍ତିପୂର୍ଣ୍ଣ ଅନ୍ଦାଜ ଦେଖିବାକୁ ମିଳିଛି। ରାଜ୍ୟରେ ନିର୍ବାଚନୀ ରାଲି ଓ…
