ଡି. ଏ. ଭି. ଜଗନ୍ନାଥ କ୍ଷେତ୍ର, ଏମସିଏଲର ୩୦ତମ ପ୍ରତିଷ୍ଠା ଦିବସ ପାଳନ
ତାଳଚେର – ୨୭/୪/୨୦୨୬ – ଡିଏଭି ପବ୍ଲିକ୍ ସ୍କୁଲ ଜଗନ୍ନାଥ କ୍ଷେତ୍ରର ୩୦ତମ ପ୍ରତିଷ୍ଠା ଦିବସ ୨୪. ୪. ୨୦୨୬ ରେ ମହାଧୁମଧାମରେ ପାଳିତ ହୋଇଥିଲା। ଏହି ଅବସରରେ ଜଗନ୍ନାଥ କ୍ଷେତ୍ର, ଏମସିଏଲର ମହାପ୍ରବନ୍ଧକ ଏବଂ ଡିଏଭି ପିଏସ୍ ଏମସିଏଲ, ଜେଏର…
