ଯୋଧପୁର-ଜୈସଲମେରରେ ରେଳ ଭିତ୍ତିଭୂମିକୁ ନୂଆ ଶକ୍ତି; ଟ୍ରେନ୍ ସେବା ଓ କୋଚ୍ କେୟାର କମ୍ପ୍ଲେକ୍ସ ଉଦଘାଟନ
ଯୋଧପୁର-ଦିଲ୍ଲୀ କ୍ୟାଣ୍ଟ୍ ବନ୍ଦେ ଭାରତରେ ବଢ଼ିଲା କୋଚ୍ ସଂଖ୍ୟା; ଏବେ ୨୦ କୋଚ୍ ସହ ଚଳାଚଳ ସାବରମତୀ-ଯୋଧପୁର ଏକ୍ସପ୍ରେସ୍ର ଜୈସଲମେର ପର୍ଯ୍ୟନ୍ତ ସମ୍ପ୍ରସାରଣ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ…
