୭ ବିଭାଗର ୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ହାଇସ୍ପିଡ୍ ଡିଜେଲର ବିକ୍ରୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମର ନିୟମାବଳୀ ଦ୍ୱାରା ପରିଚାଳିତ ହେବ। ସେଥିପାଇଁ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’କୁ ରଦ୍ଦ କରି ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍- ୨୦୨୬’…
