Month: May 2026

ଶ୍ରୀଲଙ୍କା ଗସ୍ତ କରିବ ଭାରତ: ଅଗଷ୍ଟରେ ଖେଳାଯିବ ରୋମାଞ୍ଚକର ଟେଷ୍ଟ ସିରିଜ୍‌

ଶ୍ରୀଲଙ୍କା ଗସ୍ତ କରିବ ଭାରତ: ଅଗଷ୍ଟରେ ଖେଳାଯିବ ରୋମାଞ୍ଚକର ଟେଷ୍ଟ ସିରିଜ୍‌ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର! ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ…

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

ଭୁବନେଶ୍ଵର: ମାଳଦ୍ବୀପରେ ଅନୁଷ୍ଠିତ ଏସିଆ ମିଡିଆ ସମ୍ମିଳନୀରେ ଆକାଶବାଣୀ ସମ୍ବଲପୁର ସମ୍ମାନିତ ହୋଇଛି। ରେଡିଓ ବର୍ଗରେ ଆକାଶବାଣୀ ସମ୍ବଲପୁରକୁ ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାର ପ୍ରଦାନ କରାଯାଇଛି। ଆକାଶବାଣୀ ସମ୍ବଲପୁର ଏହି ବର୍ଗରେ ଉପବିଜେତା ଭାବେ ପୁରସ୍କୃତ ହୋଇଛି। ସେହିପରି ଆକାଶବାଣୀ…

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

ଚିଲିକା : ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ । କୃଷ୍ଣପ୍ରସାଦ ଅଧୀନ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଆସନ୍ତା ୪ ଦିନ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିବା ନେଇ ସୂଚନା ରହିଛି…

ବଦଳିଲା CRUTର ନାଁ

ଭୁବନେଶ୍ଵର : ବଦଳିଲା CRUTର ନାଁ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ସରକାର CRUTର ନାମ ବଦଳାଇଛନ୍ତି । ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ଵରରେ ଚାଲିବ ଆମ ବସ ।…

ଆଜି +୨ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ୨୦ ତାରିଖ ବୁଧବାର ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ…

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍‌ଫରେନ୍ସରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଓ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଶଙ୍କର ଏବଂ ଏଲିଟ୍‌ କିସମର ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ ର ସମସ୍ତ ପାଠକ ଏବଂ ଦର୍ଶକମାନଙ୍କ ପାଇଁ ଆଜିର ସମ୍ପୂର୍ଣ୍ଣ ରାଶିଫଳ। ନିଜର ରାଶି ଅନୁଯାୟୀ ଆଜିର ଶୁଭ ଫଳାଫଳ, ଶୁଭ ସଂଖ୍ୟା, ଶୁଭ ରଙ୍ଗ, ସମୟ ଏବଂ ପ୍ରତିକାର ସମ୍ପର୍କରେ ଜାଣନ୍ତୁ। ମେଷ ରାଶି (Aries)…

ନବନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଜିଏମ ଅଫିସ୍ ସମ୍ମୁଖରେ ଗଣଧାରଣା

ନବନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଜିଏମ ଅଫିସ୍ ସମ୍ମୁଖରେ ଗଣଧାରଣାତାଳଚେର,୧୮/୦୫ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ଓମନାଥ ଜଏଂଟ ଭେନଚଂର ଠିକାଦାର ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ବିିଭିନ୍ନ ସମୟରେ ଦରମା ପ୍ରଦାନରେ ଟାଳଟୁଳି…

କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା

କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା ତାଳଚେର,୧୮/୦୫ ଥଇଥାନ, ନିଯୁକ୍ତି ଦାବୀ ନେଇ ତାଳଚେର ବ୍ଲକ କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ କରାଯାଇଛି । ଆଜି ସକାଳୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବଉଳପୁରସ୍ଥିତ ହିଙ୍ଗୁଳା…

ଅଲ ଓଡ଼ିଶା ସିଡ୍ୟୁଲ୍ କାଷ୍ଟ ଫେଡ୍ରେଶନ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଲ ରେଲୀ

ଅଲ ଓଡ଼ିଶା ସିଡ୍ୟୁଲ୍ କାଷ୍ଟ ଫେଡ୍ରେଶନ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଲ ରେଲୀ,କଳାହାଣ୍ଡି /୧୯/୫/୨୬/କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ AOSCF ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ଧନୁର୍ଯ୍ୟ ଦୀପ ଙ୍କ ନେତୃତ୍ବରେ ରାଜ୍ୟ ସ୍ତରୀୟ ବିଶାଲ ରେଳୀ ଜେଲଖାନା…