Month: May 2026

ତାଳଚେର ଥର୍ମାଲ ପକ୍ଷରୁ ଗ୍ରାମୀଣ ବାଳିକା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ

ତାଳଚେର ଥର୍ମାଲ ପକ୍ଷରୁ ଗ୍ରାମୀଣ ବାଳିକା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ତାଳଚେର,୧୮/୦୫ ଏନଟିପିସି ତାଳଚେର ଥର୍ମାଲ ୧୮ ମେ’ ୨୦୨୬ରେ ‘ଜିଇଏମ’ କାର୍ଯ୍ୟକ୍ରମ ୨୦୨୬ ଆରମ୍ଭ କରିଥିଲା, ଏହା ୪ସପ୍ତାହ ଆବାସିକ ଏବଂ ମାଗଣା ସିଏସଆର ପଦକ୍ଷେପ ଯାହାର ଲକ୍ଷ୍ୟ ଶିକ୍ଷା,…

ଢେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୁରୁଣ୍ଟିଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

ଢେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୁରୁଣ୍ଟିଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ମେରାମଣ୍ଡଳୀ, ୧୯/୦୫/୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଏହି ପରୀପ୍ରେକ୍ଷୀରେ କୁରୁଣ୍ଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ…

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟର ରୋଡମ୍ୟାପ; ଯୋଗଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ୪ ରାଜ୍ୟର କୃଷିମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ ମେଡିକାଲ କଲେଜ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ ମେଡିକାଲ କଲେଜ ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୮.୦୫.୨୦୨୬ ରିଖରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ…

ଆଜି ଦ୍ଵିତୀୟ ଦିବସିୟ ଯୋଗ ଶିବିର ଯୋଗାଭ୍ୟାସ

ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳରେ ଆଜି ଦ୍ଵିତୀୟ ଦିବସିୟ ଯୋଗ ଶିବିର ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ସାଧକ ସାଧିକା ଓ ଜନସାଧାରଣଙ୍କୁ ଯୋଗ ନିରାକରଣ ଶିବିରରେ ଯୋଗା ଭ୍ୟାସ କରାଇଥିଲେ | ଉକ୍ତ ଶିବିରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ…

ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିକୁ ନେଇ ବିଶ୍ଵବଜାରରେ ତୈଳ ସଂଙ୍କଟ ଦେଖାଦେଇଛି। ଏହାରି ଭିତରେ ଭାରତ ମଧ୍ୟ ବାଦ ପଢ଼ିନି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ୱାର୍କ ଫ୍ରମ ହୋମ ନିୟମକୁ ଆପଣେଇଛନ୍ତି। ସଂଙ୍କଟ ଭିତରେ…

ଶ୍ରୀମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

ପୁରୀ : ପୁରୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ। କୋଟି…

ମେ ୨୦ରେ ବନ୍ଦ ହେବ ସବୁ ମେଡିସିନ ଦୋକାନ: ଜାରି ହେଲା ୭ ସୂତ୍ରୀ ଗାଇଡଲାଇନ୍

ମେ ୨୦ରେ ବନ୍ଦ ହେବ ସବୁ ମେଡିସିନ ଦୋକାନ: ଜାରି ହେଲା ୭ ସୂତ୍ରୀ ଗାଇଡଲାଇନ୍ ଆସନ୍ତା ମେ ୨୦ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ମେଡିସିନ ଦୋକାନ (Medicine Shops) ବନ୍ଦ ରହିବ। ନିଜର ବିଭିନ୍ନ ଦାବି ପୂରଣ…

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାକରି ବସ୍ କୁ ଧକ୍କାଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାକରି ବସ୍ କୁ ଧକ୍କାଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ି ଚାଳକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା…