Month: May 2026

ଡେରାଡୁନର ଘଣ୍ଟାଘର ଅଞ୍ଚଳରେ ବଜରଙ୍ଗ ଦଳର ପ୍ରତିବାଦ ପରେ ଏଫଆଇଆର ଦାଖଲ

ଡେରାଡୁନର ଘଣ୍ଟାଘର ଅଞ୍ଚଳରେ ବଜରଙ୍ଗ ଦଳର ପ୍ରତିବାଦ ପରେ ଏଫଆଇଆର ଦାଖଲ ଡେରାଡୁନ ୧୯/୦୫ : ଘଣ୍ଟାଘର ଅଞ୍ଚଳରେ ବଜରଙ୍ଗ ଦଳର ଏକ ବିଶାଳ ପ୍ରଦର୍ଶନ ପରେ ସୋମବାର ଡେରାଡୁନ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି।ରବିବାର…

ଆରବ ନେତାଙ୍କ ଅନୁରୋଧରେ ମଙ୍ଗଳବାର ଦିନ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି ଟ୍ରମ୍ପ

ୱାଶିଂଟନ,୧୯/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କାତାର, ସାଉଦି ଆରବ ଏବଂ ୟୁଏଇର ଅନୁରୋଧରେ ଇରାନ ଉପରେ ନୂତନ ଆକ୍ରମଣ ସ୍ଥଗିତ ରଖିଛନ୍ତି। ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିଥିବା ପାକିସ୍ତାନର କୌଣସି ଉଲ୍ଲେଖ ନକରି ଟ୍ରମ୍ପ ସୋମବାର…

ମହାପ୍ରଭୁଙ୍କ ଦର୍ଶନ କଲେ ନୀତିନ ନବୀନ

ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତର ନିର୍ବାଚନ ପରେ ଦର୍ଶନ ସୁଯୋଗ ମିଳିଲା । ମହାପ୍ରଭୁଙ୍କ ପାଖରେ ଓଡିଶା ବାସୀ ଓ ଦେଶବାସୀଙ୍କ ପାଇଁ ଆଶୀର୍ବାଦ ଲୋଡିଲି ବୋଲି କହିଛନ୍ତି…

ଗ୍ରାଣ୍ଡ କ୍ରସ୍ ଅଫ୍ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓସଲୋଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କ ଦ୍ୱାରା ‘ଗ୍ରାଣ୍ଡ କ୍ରସ୍ ଅଫ୍ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ’ ସମ୍ମାନିତ କରାଯାଇଛି। ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଇଥିବା…

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନର ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ୱିଡେନର କ୍ରାଉନ ପ୍ରିନ୍ସସେସ୍ ଭିକ୍ଟୋରିଆ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ମହାମହିମ ରାଜା କାର୍ଲ ଷୋଡଶ ଗୁସ୍ତାଫ ଏବଂ ରାଣୀ…

୫ ଦିନ ଭିତରେ ଦ୍ଵିତୀୟ ଥର ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ – ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ମାତ୍ର ୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଥର, ଯେବେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ସଂଶୋଧନ କରି ଏହାକୁ ମହଙ୍ଗା କରିଛନ୍ତି। ମିଳିଥିବା…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ

ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରଶ୍ନପତ୍ର ଲିକ୍‌ ପରେ ଏକ ଖବରଦାତା ସମ୍ମିଳନୀରେ ସେ ଦେଇଥିବା…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ ସ୍ୱତନ୍ତ୍ର: ଆଜିର ରାଶିଫଳ (୧୯ ମଇ ୨୦୨୬) ଜାଗ୍ରତ ଭାରତ ନ୍ୟୂଜ୍‌ର ଅଗଣିତ ପାଠକ ଏବଂ ଦର୍ଶକମାନଙ୍କ ପାଇଁ ଉପସ୍ଥାପିତ ଆଜିର ଦୈନନ୍ଦିନ ରାଶିଫଳ। ଜାଣନ୍ତୁ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଏବଂ କେଉଁ…

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ ଅନୁଷ୍ଠିତ

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ ଅନୁଷ୍ଠିତ ଢ଼େଙ୍କାନାଳ-୧୮/୫: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision ) ସଂପର୍କରେ ପ୍ରମୂଖ ରାଜନୈତିକ ଦଳର…

ଅନୁଗୋଳ ଜିଲ୍ଲା ପୋଲିସ୍ ପକ୍ଷରୁ ପୁରୁଷ କବାଡି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ପୋଲିସ୍ ପକ୍ଷରୁ ପୁରୁଷ କବାଡି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ ଅନୁଗୋଳ,୧୮/୦୫ – ଅନୁଗୋଳ ଜିଲ୍ଲା ପୋଲିସ୍ ପକ୍ଷରୁ ଆଜିଠାରୁ ରାଜ୍ୟ ପୋଲିସ୍ ସ୍ତରୀୟ ଏକ କବାଡି ଓ ହ୍ୟାଣ୍ଡବଲ୍ (ପୁରୁଷ) ପ୍ରତିଯୋଗିତା ଆଇଜି ସତ୍ୟବ୍ରତ ଭୋଇ ଓ…