Month: May 2026

ଓଡ଼ିଶାର ଗଞ୍ଜେଇ ଲିଙ୍କ୍ କାଶ୍ମୀର ଯାଏଁ ଲମ୍ବିଛି

ଭୁବନେଶ୍ବର: କାଶ୍ମୀରରୁ ଆସୁଥିଲା ସେଓ, ଓଡ଼ିଶାରୁ ନିଆଯାଉଥିଲା ଗଞ୍ଜେଇ। ଓଡ଼ିଶାର ଗଞ୍ଜେଇ ଲିଙ୍କ୍ ଲମ୍ବିଛି କାଶ୍ମୀର ଯାଏଁ। ଏଭଳି ଏକ ଗ୍ୟାଙ୍ଗକୁ ଜମ୍ମୁରୁ ଗିରଫ କରି ଭୁବନେଶ୍ବର ଆଣିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCB। ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ…

୧ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

ପ୍ରତ୍ୟେକ ଗାଁ ଓ ପଞ୍ଚାୟତରେ ପହଞ୍ଚିବ ‘ଖେତ ବଚାଓ ଅଭିଯାନ’; ସମନ୍ୱିତ ପ୍ରୟାସ ଉପରେ ଜୋର ‘ସ୍ୱଳ୍ପ ସାର, ଉପଯୁକ୍ତ ସାର, ଉଚିତ ପରାମର୍ଶ’ ମାଧ୍ୟମରେ କୃଷିଜମି ସୁରକ୍ଷା ଉପରେ ଜୋର କୃଷକଙ୍କ ପାଇଁ ପାଣିପାଗ, ମୃତ୍ତିକା ଓ ବଜାର ଆଧାରିତ…

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬ ଯୋଗଦେଲେ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗୋପାଳପୁର, ୩୦/୫ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ସ୍ଥିତ ହୋଟେଲ୍ ପ୍ରମୋଦ ରେଡ଼ିସନ୍ ଠାରେ ଚାଲିଥିବା “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬” ପ୍ରଶିକ୍ଷଣ ବର୍ଗର…

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌କାଟ ତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌କାଟତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ ତାଳଚେର, ୩୦/୦୫ ଶକ୍ତିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଅଘୋଷିତ ବିଦ୍ୟୁତକାଟ୍ କରାଗଲେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ ମଧ୍ୟ ତାଳଚେର…

ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ କ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ

ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତକ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ଼ତାଳଚେର, ୩୦/୦୫ ଜନସାଧାରଣଙ୍କ ଆୟ ଅନୁଯାୟୀ ବ୍ୟୟ ଅଧିକା ହେଉଥିବାରୁ ଏବେ ମଧ୍ୟବିତ ଶ୍ରେଣୀ ଗରୀବରୁ ଗରୀବ ହେବାକୁ ବସୁଥିବା ବେଳେ ଧନୀଶ୍ରେଣୀଙ୍କ ବ୍ୟକ୍ତି ମହଙ୍ଗା ମାଡ଼ରୁ ପାର ପାଇ ଯାଉଥିବା…

ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ “ପରିବେଶ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା” ଉପରେ ଆଲୋଚନା

ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ “ପରିବେଶ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା” ଉପରେ ଆଲୋଚନା । ଢେଙ୍କାନାଳ,୨୯।୫ (ଜାଗ୍ରତ ଭାରତ):ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ପ୍ରତ୍ୟେକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ପାର୍କରେ କରାଯାଉଥିଵା ସତ୍ୟାଗ୍ରହ ସଫେଇ କାର୍ଯ୍ୟକ୍ରମ ଅବସରରେଜାତିର ଜନକ ମହାତ୍ମାଗାନ୍ଧୀ…

ଉତ୍ତର ପ୍ରଦେଶରେ କାଳବୈଶାଖୀ ଝଡ଼: ୧୬ ମୃତ

ଲକ୍ଷ୍ନୌ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ହଠାତ୍ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ରାଜ୍ୟର ପଶ୍ଚିମ, ପୂର୍ବ, ତେରାଇ ଓ ରାଜଧାନୀ ଲକ୍ଷ୍ନୌ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ…

ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ

ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ହସ୍ପିଟାଲରେ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ କରିହେବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ତାଙ୍କ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ କଲେ ବହିଷ୍କୃତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଆକ୍ସନ ମୋଡରେ । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶୂନ୍ୟ ସହନଶୀଳତାର ନିଦର୍ଶନ ଦେଇଛନ୍ତି । ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ବହିଷ୍କୃତ କରିଛନ୍ତି । ଶ୍ରୀ ପିଲ୍ଲା…

ଆଜି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର: ଆଜି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି ହେବ । ତେବେ ଆଜି ଶୁଣାଣି ଥିବା ବେଳେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ବାଲି ସତ୍ୟାଗ୍ରହ ଆୟୋଜନ ହେବ । କଟକର ଯୋବ୍ରା ଆନିକଟ ତଳେ ନଦୀର ବାଲୁକା…