Month: May 2026

ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ରହିବନି ଅଭାବ; ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ

ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା…

ସିବିଏସଇର ବଡ଼ ନିଷ୍ପତ୍ତି, ୯ମ ଏବଂ ୧୦ମରେ ୩ଟି ଭାଷା ବାଧ୍ୟତାମୂଳକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ ।…

ନେଦରଲ୍ୟାଣ୍ଡସ୍ ଭାରତକୁ ଚୋଳ ରାଜବଂଶର ତମ୍ବା ପ୍ଲେଟ୍ ଫେରାଇଲା

ନେଦରଲ୍ୟାଣ୍ଡସ୍ ଭାରତକୁ ଚୋଳ ରାଜବଂଶର ତମ୍ବା ପ୍ଲେଟ୍ ଫେରାଇଲା ହେଗ: (୧୬ ମଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ୍ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶନିବାର ନେଦରଲ୍ୟାଣ୍ଡସ୍ ଭାରତକୁ ୧୧ଶ ଶତାବ୍ଦୀର ଚୋଳ ରାଜବଂଶର…

ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ସମ୍ପର୍କରେ

ଅନୁଗୋଳ : 16.05.2026 – ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାର ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକଙ୍କୁ ସୁପ୍ରଭାତ! ଆଜି ୧୭ ମେ ୨୦୨୬, ରବିବାର। ଆସନ୍ତୁ ଜାଣିବା ଆପଣଙ୍କ ଗ୍ରହନକ୍ଷତ୍ରଙ୍କ ଚଳନ ଅନୁସାରେ କେମିତି କଟିବ ଆଜିର ଦିନଟି। ସୂଚନା, ଶୁଭ ସଂଖ୍ୟା, ଶୁଭ ରଙ୍ଗ, ଶୁଭ ସମୟ…

ନିଟ ପ୍ରଶ୍ନପତ୍ର ଲିଗ ମାମଲା ନେଇ ବିରୋଧ ପ୍ରଦର୍ଶନ କଲା ଆପ.. ଅତାବିରା ନିର୍ବାଚନ ମଣ୍ଡଳୀ

::ନିଟ ପ୍ରଶ୍ନପତ୍ର ଲିଗ ମାମଲା ନେଇ ବିରୋଧ ପ୍ରଦର୍ଶନ କଲା ଆପ.. ଅତାବିରା ନିର୍ବାଚନ ମଣ୍ଡଳୀ:: ବରଗଡ:୧୫/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଠାରେ ଆମ ଆଦମୀ ପାଟି ଅତାବିରା ତରଫରୁ ନିଟ ପ୍ରଶ୍ନପତ୍ର ଲିଗ ମାମଲା ରେ…

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ ବାଲିଗୁଡା, ତା, ୧୬/୦୫: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ…

ବାଲିଗୁଡା ରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡା ରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ ବାଲିଗୁଡା, ତା, ୧୬/୦୫:(ସୁଶୀଳ କୁମାର ପାଣିଗ୍ରାହୀ): ଓଡ଼ିଆ ନାରୀର ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକର ସାବିତ୍ରୀ…

ବଳରାମ ପ୍ରସାଦ ରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଳରାମ ପ୍ରସାଦ ରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଅନୁଗୋଳ, : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ କେନ୍ଦୁପାଟଣା ସାହିର ଛବି ବେହେରାଙ୍କ ପୁଅ ଆନନ୍ଦ ବେହେରାଙ୍କ ସନ୍ଦେହଜନକ ମୃତଦେହ ନାଲକୋ ଆସପଣ୍ଡ ନିକଟ…

ତୈଳସଙ୍କଟ ବୃଦ୍ଧିକୁ ନେଇ ଅସାଧୁ ଟାଙ୍କିମାଲିକଙ୍କ ବଢ଼ୁଛି ଉତ୍ସାହଟାଙ୍କି ଗୁଡ଼ିକରେ ପ୍ରବଳଭିଡ଼

ତୈଳସଙ୍କଟ ବୃଦ୍ଧିକୁ ନେଇ ଅସାଧୁ ଟାଙ୍କିମାଲିକଙ୍କ ବଢ଼ୁଛି ଉତ୍ସାହଟାଙ୍କି ଗୁଡ଼ିକରେ ପ୍ରବଳଭିଡ଼ ତାଳଚେର, ୧୬/୦୫ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୈଳ ମହଜୁଦ ରହିଥିବା କହୁଥିବା ବେଳେ ଏପଟେ ତାଳଚେର ଅଂଚଳରେ ରହିଥିବା ସମସ୍ତ ଟାଙ୍କି ଗୁଡ଼ିକରେ ଗ୍ରାହକମାନଙ୍କର ଲମ୍ବାଧାଡ଼ି ଲାଗି ରହିଥିବା…