Month: May 2026

ନଅଦିନ ଧରି ଚାଲିଥିବା ଶ୍ରୀମଦ ରାମ ଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ମହାଆଡମ୍ବରେ ପାଳିତ

ନଅଦିନ ଧରି ଚାଲିଥିବା ଶ୍ରୀମଦ ରାମ ଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ମହାଆଡମ୍ବରେ ପାଳିତ ଅନୁଗୋଳ:ଵଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ମହାଆଡମ୍ବର…

ପଇସା ମାଗିବାକୁ ଯାଇ ବୃଦ୍ଧା ମହିଳା ନିଖୋଜ, ଥାନାରେ ଅଭିଯୋଗ

ପଇସା ମାଗିବାକୁ ଯାଇ ବୃଦ୍ଧା ମହିଳା ନିଖୋଜ, ଥାନାରେ ଅଭିଯୋଗ ଧାର ଦେଇଥିବା ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯାଇଥିବା ଜଣେ ବୃଦ୍ଧା ନିଖୋଜ ହୋଇଥିବା ଘଟଣା ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର…

ଚମ୍ପୁଆ BDOଙ୍କ ନିଜ କାର୍ଯ୍ୟାଳୟରେ ଧମକାଇବା ଭିଡ଼ିଓ ଭାଇରାଲ

ଚମ୍ପୁଆ BDOଙ୍କ ନିଜ କାର୍ଯ୍ୟାଳୟରେ ଧମକାଇବା ଭିଡ଼ିଓ ଭାଇରାଲ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ BDO ଙ୍କର କାର୍ଯ୍ୟାଳୟରେ BDO ଜଣେ ବ୍ୟକ୍ତିଙ୍କର ପ୍ରଶ୍ନରେ ଉତ୍ୟକ୍ତ ହୋଇ ଧମକାଇବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। କେନ୍ଦୁଝର…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଜଳିଗଲା ଟିପି ଓ ଚାଲାଣ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଜଳିଗଲା ଟିପି ଓ ଚାଲାଣ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି,ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଟିପି ଓ ଚାଲାଣ।କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଲକ କାଳିମାଟି ଠାରେ ଥିବା ସରକାରୀ ଓଜନ କଣ୍ଟାର କଣ୍ଟେନର ଜଳି ଯାଇଥିବା…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି। କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି। ଆନ୍ଧ୍ର ବହୁ…

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତ ଏବେ ସିବିଆଇ କରିବ। ବଙ୍ଗଳା ସରକାର ନିଜେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ସୋମବାର (୧୧ ମେ) ଠାରୁ ପଶ୍ଚିମବଙ୍ଗ ପୋଲିସଠାରୁ ତଦନ୍ତ…

କଳାହାଣ୍ଡିରେ ଓଡିଶା ଜନତା କଂଗ୍ରେସର ସମାବେଶ

ଭକ୍ତଙ୍କ ବନ୍ଦ ଡାକରା ସତ୍ତ୍ୱେ ଭବାନୀପାଟଣାରେ ପୂର୍ବତନ ବିଧାୟକ ମୋକିମଙ୍କ ଦ୍ଵାରା ଗଠିତ ଓଡ଼ିଶା ଜନତା କଂଗ୍ରେସର ବିଶାଳ ସମାବେଶ ସୋମବାର ଆୟୋଜିତ ହୋଇଯାଇଛି। ଏଥିପାଇଁ ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ମଧୁ ମହାନ୍ତି ଗତ କିଛି ଦିନ ଧରି କଳାହାଣ୍ଡିରେ ଡେରା…

ହାତୀ ଆକ୍ରମଣରେ ଜଣେ ଗୁରୁତର

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ କନ୍ତ କୂଳ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ନାମ ମୋଚିଆ ନାୟକ । ଏହି ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି…

ଶିକାରୀଙ୍କ ଫାଶରେ ଝୁଲି ବାଘର ମୃତ୍ୟୁ

ନିଳଗିରି: ଶିକାରୀଙ୍କ ଫାଶରେ ଝୁଲି କଲରାପତରିଆ ବାଘର ମୃତ୍ୟୁ। ନୀଳଗିରି ରେଞ୍ଜରେ ଘଟିଛି ଏଭଳି ଅଘଟଣ । ତଦନ୍ତ ଜାରି ରଖିଛି ନୀଳଗିରି ବନବିଭାଗ । ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡ଼ିଯାଇଛି…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ : ଆଜିର ରାଶିଫଳ ନମସ୍କାର, ‘ଜାଗ୍ରତ ଭାରତ ନ୍ୟୂଜ୍’ର ଆଜିର ଦୈନିକ ରାଶିଫଳ ବିଭାଗକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ଆସନ୍ତୁ ଜାଣିବା ବାରୋଟି ଯାକ ରାଶି ପାଇଁ ଆଜିର…