Month: May 2026

ଆରଡିସି ତଦନ୍ତ ପରେ ଜିତୁ ମୁଣ୍ଡାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା, ପିଇବା ପାଣି ପାଇଁ ନଳକୂଅ ବ୍ୟବସ୍ଥା

କେନ୍ଦୁଝର : ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା ଓଡ଼ିଶା । ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଲା । କଙ୍କାଳ ଝଡ଼ ପରେ କେନ୍ଦୁଝରର ଜିତୁ ମୁଣ୍ଡାଙ୍କ…

ଆଜି ୮ ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର : କମିଛି ତାତି ଆହୁରି କମିବ । କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ।…

ନୂତନ ଶ୍ରମ ଆଇନ: ୧ ଘଣ୍ଟା କାମ କଲେ ୨ ଘଣ୍ଟାର ଦରମା ମିଳିବ, ଏବଂ ଅଧିକ ସମୟ ଦେଲେ ଏବେ ଦୁଇଗୁଣ ଦରମା ମିଳିବ!

ଆଜି ମଇ ୧ ବା ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଶ୍ରମିକଙ୍କ ଅଧିକାର ପାଇଁ ସ୍ୱର ଉଠାଇବା ପାଇଁ ୧୮୮୯ ମସିହା ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରଯାଇଥିଲା । ୧୯୨୩ ମସିହାରୁ ଭାରତରେ ୧ ମେ’କୁ…

ଆନନ୍ଦମାର୍ଗର ପ୍ରାଣପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀଙ୍କର 105 ତମ ଜନ୍ମବାର୍ଷିକ ଅତି ଆନନ୍ଦ ଉଲ୍ଲାସରେ ପାଳନ

ତା 1. 5 . 26 ରିଖ ଢେଙ୍କାନାଳ ସ୍ଥିତ ଅଦୃତା ଶିଶୁ ସଦନ ପରିସରରେ ଆନନ୍ଦମାର୍ଗର ପ୍ରାଣପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀଙ୍କର 105 ତମ ଜନ୍ମବାର୍ଷିକ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ଏହି ଜନ୍ମଉତ୍ସବରେ ଢେଙ୍କାନାଳ ଆନନ୍ଦମାର୍ଗ ପରିବାରର…

ନିଖିଳ ଓଡିଶା ଏମ.ଡି.ଏମ ପାଚିକାସଂଘ ର ମହିଳା ଦିବସ ପାଳିତ ହୋଇଯାଇଛି!

ନିଖିଳ ଓଡିଶା ଏମ.ଡି.ଏମ ପାଚିକାସଂଘ ର ମହିଳା ଦିବସ ପାଳିତ ହୋଇଯାଇଛି! କଳାହାଣ୍ଡି :-(ବାଲେଶ୍ୱର ସୁନାନୀ )ତା 1/5/ ଜୁନାଗଡ଼ ସହାୟିକା ସଂଘ( AITUC) ତରଫରୁ ମଇ ଦିବସ ବଳଦିଆମାଳ ଠାରେ ପାଳନ କରାଯାଇଛି l ଏହି ଅବସରରେ ବରିଷ୍ଠ ପାଚିକା…

ନାଲକୋ ସିପିପି ଗେଟ୍ ସମ୍ମୁଖରେ ଠିକା ଶ୍ରମିକ ମାନଙ୍କ ଧାରଣା

ନାଲକୋ ସିପିପି ଗେଟ୍ ସମ୍ମୁଖରେ ଠିକା ଶ୍ରମିକ ମାନଙ୍କ ଧାରଣା ଆଜି ଶ୍ରମିକ ଦିବସରେ ଶ୍ରମିକଙ୍କ ନ୍ୟାୟପାଇଁ ଲଢେଇ ଚାଲିଥିବା ବେଳେ ନାଲକୋ ସ୍ମେଲଟର HRD କିଭଳି ଭାବରେ କିଛି ଅନ୍ୟ ସଂଗଠନ ମାନଙ୍କୁ ଡାକି ଆଲୋଚନା କରି ଠିକା ଶ୍ରମିକ…

ଭାରତକୁ ୬୫୭ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ଆମେରିକା ୬୫୭ଟି ପ୍ରାଚୀନ ଏବଂ ସାଂସ୍କୃତିକ ସାମଗ୍ରୀ ଭାରତକୁ ଫେରାଇ ଦେଇଛି। ସେସବୁର ଆନୁମାନିକ ମୂଲ୍ୟ ୧୪ ନିୟୁତ ଡଲାର ବୋଲି କୁହାଯାଉଛି। ଆମେରିକୀୟ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଚୋରି ହୋଇଥିବା ଐତିହ୍ୟ ଫେରି ପାଇବା ପାଇଁ ଆହୁରି…

ଗର୍ଭପାତ ମାମଲା: ଏମ୍ସ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୁଆଦିଲ୍ଲୀ: ଗର୍ଭପାତ ମାମଲାରେ ସୁପ୍ରିମକୋର୍ଟ ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଣେ ୧୫ ବର୍ଷୀୟା ଦୁଷ୍କର୍ମ ପୀଡିତାଙ୍କୁ ୩୦ ସପ୍ତାହ ପରେ ଗର୍ଭପାତ ଅନୁମତି ଦେବା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏମ୍ସର କ୍ୟୁରେଟିଭ୍ ପିଟିସନ୍ ଉପରେ ଆପତ୍ତି ପ୍ରକାଶ…

ପି.ଏସ୍ଏସ୍ ଜେ ଜୁନିଅର କଲେଜରେ ଏବେବି ଅଚଳାବସ୍ଥା ଜାରି

ପି.ଏସ୍ଏସ୍ ଜେ ଜୁନିଅର କଲେଜର ଅଚଳାବସ୍ଥା ଅନୁଗୁଳ, ୩୦-୪-୨୬ (ଧନଞ୍ଜୟ ପ୍ରଧାନ) – ପାଞ୍ଚଗଡ ସୋମନାଥ ସିଂ ଜଗଦେବ (ପିଏସ୍ଏସ୍ ଜେ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩ ମାସ ହେଲା ନିୟମିତ ଅଧ୍ୟକ୍ଷ ନାହାନ୍ତି। ଯାହାଫଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଚଳାବସ୍ଥା…

ହୋଲ୍ଡର, ଗିଲଙ୍କ ବଳରେ GT RCBକୁ ଚାରି ୱିକେଟରେ ପରାସ୍ତ କଲା

ଅହମଦାବାଦ: (ଏପ୍ରିଲ 30) ରାତିରେ ଜେସନ ହୋଲ୍ଡର ଦୁଇଟି ୱିକେଟ୍ ଏବଂ ତିନୋଟି କ୍ୟାଚ୍ ନେଇ ଅଦ୍ଭୁତ ପ୍ରଦର୍ଶନ କରିଥିଲେ। ଶୁଭମନ ଗିଲ୍ ଏବଂ ଜସ୍ ବଟଲର୍ ତାଙ୍କ ଅଲରାଉଣ୍ଡର ଦକ୍ଷତାକୁ ସହାୟକ କରିଥିଲେ କାରଣ ଗୁରୁବାର ଏଠାରେ ଏକ ଆଇପିଏଲ୍…