Month: June 2026

ନେପାଳରେ ଭୂକମ୍ପ: ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ-ମୋଦି

କାଠମାଣ୍ଡୁ: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ ୫.୨୧ରେ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ ରହିଛି।’X’ରେ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା…

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ

ଭୁବନେଶ୍ବର: ଶେଷରେ ବିଜେଡିରେ ସାମିଲ ହେଲେ ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ପୂର୍ବାହ୍ନରେ ସୁଜାତା ବିଜେଡି ଅଫିସରେ ପହଞ୍ଚିବା ପରେ…

ଭେନେଜୁଏଲାରେ ଶକ୍ତିଶାଳୀ ଭୂମିକମ୍ପ: ୪୫ ସେକେଣ୍ଡରେ ଦୁଇଥର ଝଟକା

ନୁଆଦିଲ୍ଲୀ:ଭେନେଜୁଏଲାରେ ଆଜି ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହାଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୪୫ ସେକେଣ୍ଡର ଅନ୍ତରାଳରେ ଦୁଇଥର ଭୂମିକମ୍ପ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇ ଘର ଛାଡ଼ି ବାହାରକୁ ଦୌଡ଼ି…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପ୍ଲାଣ୍ଟର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ୭.୧ ଏମଟିପିଏକୁ ବୃଦ୍ଧି ପାଇଁ ସଫଳତାରସହ ଜନଶୁଣାଣି ଆୟୋଜିତ

ଅନୁଗୋଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପ୍ଲାଣ୍ଟର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ୭.୧ ଏମଟିପିଏକୁ ବୃଦ୍ଧି ପାଇଁ ସଫଳତାରସହ ଜନଶୁଣାଣି ଆୟୋଜିତ ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୫…

ମାଉସୀ ବାହାଘରକୁ ଯାଇ ପୋଖରୀରେ ବୁଡି ପରିର ମୃତ୍ୟୁ

ମାଉସୀ ବାହାଘରକୁ ଯାଇ ପୋଖରୀରେବୁଡି ପରିର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ମାଉସୀ ବାହାଘରକୁ ଯାଇ ପୋଖରୀରେ ବୁଡି ପରିର ମୃତ୍ୟୁ। ମାଉସୀ ବାହାଘରକୁ ଆସି ମାମୁଁ ଘରେ ପୋଖରୀରେ ବୁଡ଼ି ନାବାଳିକା ଭାନିଜି ର ମୃତ୍ୟୁ…

ଅନୁଗୋଳ ଜିଲ୍ଲାରେ ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ

ଅନୁଗୋଳ – ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.-୨୦୨୬) ଅନ୍ତର୍ଗତ ଅନୁଗୋଳ ଜିଲ୍ଲାରେ ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ଜିଲ୍ଲାର ସମସ୍ତ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ମଧ୍ଯରୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ପରିଗଣନା…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜ୍ୟେଷ୍ଠ ମାସର ନିର୍ଜଳା ଏକାଦଶୀ ଓ ରୁକ୍ମିଣୀ ବିବାହ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜ୍ୟେଷ୍ଠ ମାସର ନିର୍ଜଳା ଏକାଦଶୀ ଓ ରୁକ୍ମିଣୀ ବିବାହ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ…

ଅଶୋଧିତ ତୈଳ ଦର ୭୫ ଡଲାର ତଳେ, ଯୁଦ୍ଧ ପରଠାରୁ ସର୍ବନିମ୍ନ ସ୍ତରରେ କ୍ରୁଡ୍ ଅଏଲ୍

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ବିଶ୍ୱ ବଜାରରୁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଚଳିତ ବର୍ଷ ଫେବୃଆରିରେ ଇରାନ ସଙ୍କଟ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ (Crude Oil) ଦର ବ୍ୟାରେଲ ପ୍ରତି…

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ : ଏଲ ନିନୋ ଏବଂ ଚଳିତ ବର୍ଷ ଏକ ଦୁର୍ବଳ କିମ୍ବା ଅନିଶ୍ଚିତ ମୌସୁମୀ ସମ୍ଭାବନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଖରିଫ ଋତୁ ପାଇଁ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ…

ବଅଁରପାଳ ଏକ ଜଳଖିଆ ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର।

ବଅଁରପାଳ ଏକ ଜଳଖିଆ ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର। ବଅଁରପାଳ, ୨୫/୬ ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଥିବା ଶ୍ୟାମ ସୁନ୍ଦର ଜଳଖିଆ ଓ ମିଠା ଦୋକାନ ଉପରେ ଶିଶୁ ଯୁବ କେନ୍ଦ୍ର ଓ ଶ୍ରମ ବିଭାଗ ମିଳିତ ଚଢାଉ…