Month: June 2026

ବଢ଼ିଲା +୩ ସିଟ୍ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି

ଵଢ଼ିଲା ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗତଶିକ୍ଷା ବର୍ଷଗୁଡ଼ିକର ନାମଲେଖା ତଥ୍ୟକୁ ସମୀକ୍ଷା କରିବା ପରେ କେତେକ ନିର୍ଦ୍ଦିଷ୍ଟ…

ମହାରାଷ୍ଟ୍ର ପରଭଣୀ ବଡ଼ ଅଘଟଣ, ଭୁଶୁଡ଼ିଲା ମାରୁତି ମନ୍ଦିରର ସଭାମଣ୍ଡପ ଛାତ, ଅନେକ ଦବିଥିବା ଆଶଙ୍କା

ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୋହନଙ୍କୁ ବଡ଼ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଦୁଇ…

୨୫ ହଜାର କୋଟିର କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ

ଝାରସୁଗୁଡ଼ା – ୨୫ ହଜାର କୋଟିର କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଖଡ଼ସା ଅଂଚଳରେ ପ୍ରସ୍ତାବିତ କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା…

ସ୍କୁଲରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜର ପାହାଡ଼ପୁରରେ ଆଜି ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ତାଙ୍କ ଜନ୍ମମାଟିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ସହ ଗାଁ ବୁଲିବା ସହ ସ୍ଥାନୀୟ ପୂଜାସ୍ଥଳୀରେ…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

କୋଲକାତା: ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚଳିତ ବର୍ଷ ଦେଶର ମୁଖ୍ୟ ଆୟୋଜନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷାଧିକ ଲୋକଙ୍କ ସହ ସାମୂହିକ ଯୋଗାଭ୍ୟାସ କରିବେ। ଆୟୁଷ…

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍‌ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା:…

ଯଖପୁରା-ଯାଜପୁର: ୭୩୨ କୋଟି ଟଙ୍କାର ୨ ରେଳ ପ୍ରକଳ୍ପ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ରେଳ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ସହ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ଭାରତୀୟ ରେଳ। ଏହି କ୍ରମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ…

ରାଉରକେଲାରେ ଡବଲ୍ ଏନକାଉଣ୍ଟର

ରାଉରକେଲା: ରାଉରକେଲା ପୁଲିସକୁ ବଡ ସଫଳତା । ଆଜି ଭୋର ସାଢେ ୩ଟା ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ତୋଫାନ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ…

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ ମାଗଣା ବିଜୁଳି ମିଳିବ। ଏହିପରି ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…