Month: June 2026

ବିଭିନ୍ନ ସମସ୍ୟା ନେଇ ମହେଶ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

ବିଭିନ୍ନ ସମସ୍ୟା ନେଇ ମହେଶ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ ତାଳଚେର,୨୧/୬ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମସ୍ୟା ନେଇ ଆଜି ତାଳଚେର ଠାରେ ପୂର୍ବତନ ସାଂସଦ ମହେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ଥାପନ କରିଛନ୍ତି। ଏବେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା…

“ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ବାର୍ତ୍ତା ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

“ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ବାର୍ତ୍ତା ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ଅନୁଗୋଳ, ୨୧.୦୬ : ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ଆଜି ସକାଳେ ନୂଆ ଇଣ୍ଡୋର ଷ୍ଟାଡିୟମ୍ ହଲ୍ ଠାରେ ପାଳିତ ହୋଇଯାଇଛି। ଏହି ସାମୁହିକ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ* ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର , ବଣୀନାଳି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ), ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ…

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ ବାଲିଗୁଡା, ତା, ୨୧/୦୬:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ଅଧ୍ଯକ୍ଷ ଡ.ବିଭୂତି…

ଜଳବିଭାଜିକା ପ୍ରକଳ୍ପର ମହାଘୋଟାଲା ପୁରୁଣା ପୋଖରୀ ଦେଖାଇ ଲକ୍ଷାଧିକ ଟଙ୍କାହଡପ ତଦନ୍ତ ପାଇଁ ଦାବୀ!……….

ଜଳବିଭାଜିକା ପ୍ରକଳ୍ପର ମହାଘୋଟାଲା ପୁରୁଣା ପୋଖରୀ ଦେଖାଇ ଲକ୍ଷାଧିକ ଟଙ୍କାହଡପ ତଦନ୍ତ ପାଇଁ ଦାବୀ!………. ଜଳ ବିଭାଜିକା ପ୍ରକଳ୍ପରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି କିଛି ମାସ ପୁର୍ବରୁ ଜରଡା ଦେହୁରୀ ହତାରେ ଏମିତି ଦୁର୍ନୀତି ମାମଲାରେ କିଛି ସରକାରି…

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଶଳା ଗଲେ ଜେଲ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟପାଡ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଓ ତାଙ୍କ ଶଳାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ତାଙ୍କ ଜାମନକୁ ଖାରଜ କରି ଜୟପୁର ସ୍ୱତନ୍ତ୍ର କାରାଗାରକୁ…

ଏନଟିପିସି ତାଳଚେର ଥର୍ମାଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ

ଏନଟିପିସି ତାଳଚେର ଥର୍ମାଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ ତାଳଚେର, ଜୁନ୍ ୨୧, ୨୦୨୬: ଏନଟିପିସି ତାଳଚେର ଥର୍ମାଲ୍ ପକ୍ଷରୁ କର୍ମଚାରୀ, ସେମାନଙ୍କ ପତି/ପତ୍ନୀ ଏବଂ ସହଯୋଗୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଉତ୍ସାହ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ…

ଚାମେଲି ଓଝା ପ୍ରସଙ୍ଗ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ତୁ ତିଖିରି ଗ୍ରାମ ସରପଂଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁସିକ କାର୍ଯ୍ୟକଳାପରେ ମହାମହିମ ରାଜ୍ୟପାଳ ହସ୍ତକ୍ଷେ କରିବା ନିମନ୍ତେ ଢେଙ୍କାନାଳ ଜିଲ୍ଲା ସରପଞ୍ଚ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ…

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ୩୨ଟିକିଆ ହାତୀପଲଙ୍କ ମେଳି

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ୩୨ଟିକିଆ ହାତୀପଲଙ୍କ ମେଳି। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ସୀମା ରେ ଏକାଠି ହେଲେ ୩୨ ଟିକିଆ ହାତୀପଲ। ପୂର୍ବରୁ ଚମ୍ପୁଆ ରେଞ୍ଜରେ ଥୂବା ସାତଟିହାତୀ ଓ ଦୁଇ ଦିନ ତଳେ ଚମ୍ପୁଆ…

କଳିଙ୍ଗ ଷ୍ଟାଡିୟମରେ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ…