Month: June 2026

ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି…

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ମମତା

ନୂଆଦିଲ୍ଲୀ: ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଭବାନୀପୁର ଆସନରେ ତାଙ୍କ ପରାଜୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଜି ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ସୋମବାର ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହଠାତ୍ ବିଧାନସଭା ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ…

ଓଷ୍ଟା (OSTTA) ର ଦାବି: ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉ

ଓଷ୍ଟା (OSTTA) ର ଦାବି: ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉ ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କରେ ବଣ୍ଟନ କରାଯାଇଥିବା ପାଠ୍ୟପୁସ୍ତକରେ ରହିଥିବା ଅସଂଖ୍ୟ ତ୍ରୁଟିକୁ ନେଇ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ୍ (ଓଷ୍ଟା) ପକ୍ଷରୁ…

ଆଜିର ରାଶିଫଳ

ଆଜିର ରାଶିଫଳ: ୧୮ ଜୁନ୍ ୨୦୨୬ (ଗୁରୁବାର) ଜାଗ୍ରତ ଭାରତ ନ୍ୟୂଜ୍ ପାଠକମାନଙ୍କ ପାଇଁ ଆଜିର ୧୨ଟି ରାଶିର ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା: ରାଶି ଫଳାଫଳ ଶୁଭ ସଂଖ୍ୟା ଶୁଭ ରଙ୍ଗ ପ୍ରତିକାର ମେଷ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ, ଉତ୍ସାହ…

“ଜାତି ଜନଜାତି ସମ୍ବାଦ “ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ – ଆଜି ତା . ୧୭ . ୦୬ . ୨୦୨୬ ରିଖ ଦିନ ପଞ୍ଚାୟତ ସମିତି , ଅନୁଗୋଳ କାର୍ଯ୍ୟାଳୟ ପରିସରରେ ଚଳିତ ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂରଣ ଅବସରରେ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି…

ଏସ୍. ବି. ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ

ଏସ୍. ବି. ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ମହିଷପାଟ ଶାଖା ତରଫରୁ ଏସ୍. ବି. ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ ଢେଙ୍କାନାଳ ପୌରପାଳିକା ସଭା ସଦନ ରେ ଆୟୋଜିତ ହୋଯାଇଅଛି। ଏହି ସଭାରେ…

ହିଙ୍ଗୁଳା ପୀଠରେ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଅନୁଷ୍ଠିତ, ମାନପୁର ପ୍ରଥମ

ହିଙ୍ଗୁଳା ପୀଠରେ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଅନୁଷ୍ଠିତ, ମାନପୁର ପ୍ରଥମ ତାଳଚେର, ୧୭/୦୬ ପବିତ୍ର ରଜ ସଂକ୍ରାନ୍ତି ପାଳନ ଅବସରରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ୧୪ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା’…

ରେଳ ୱାଗନରେ ପାଲ ନଭିଡି କୋଇଲା ପରିବହନ କଲେ ଆନ୍ଦୋଳନ ଚେତାବନୀ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କୁ ଦାବୀ ପାତ୍ର

ରେଳ ୱାଗନରେ ପାଲ ନଭିଡି କୋଇଲା ପରିବହନ କଲେ ଆନ୍ଦୋଳନ ଚେତାବନୀ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କୁ ଦାବୀ ପାତ୍ର ତାଳଚେର, ୧୭/୦୬ ରେଳ ୱାଗନରେ ପାଲ ନଭିଡି କୋଇଲା ପରିବହନ କଲେ ଆନ୍ଦୋଳନ…

ଅସ୍ତିତ୍ୱ ହରାଇବ କି ତାଳଚେର!

ଅସ୍ତିତ୍ୱ ହରାଇବ କି ତାଳଚେର! ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ତାଳଚେରରୁ ଅନ୍ୟତ୍ର ସ୍ଥାନାନ୍ତରିତ ନେତା ଓ ପ୍ରଶାସନ ଚୁପ୍! ତାଳଚେର, ୧୭/୦୬ ଶସ୍ୟଶ୍ୟାମଳ ତାଳଚେର ଆଜି ଖଣିଖାଦାନ ଯୋଗୁଁ ଓଡ଼ିଶା ତଥା ଭାରତ ମାନଚିତ୍ରରେ ସ୍ଥାନ ପାଇ ଆସୁଛି ।…

ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଏଚ୍‌ଏଚ୍ ଢେଙ୍କାନାଳ ଦ୍ୱାରା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ମାନିତ

ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଏଚ୍‌ଏଚ୍ ଢେଙ୍କାନାଳ ଦ୍ୱାରା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ମାନିତ ଢେଙ୍କାନାଳ, ଜୁନ୍ ୧୭, ୨୦୨୬: ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଢେଙ୍କାନାଳ ମୁଖ୍ୟ ଜିଲ୍ଲା…