Month: June 2026

ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖି କହିଛନ୍ତି, ଠିକ ୨ ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିଲା । ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ…

ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗଙ୍କ ପରଲୋକରେ ବିଜେଡିର ଶୋକ ପ୍ରକାଶ

ଭୁବନେଶ୍ୱର: ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।ଏକ ପ୍ରେସ ବିବୃତ୍ତିରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଗୁଣୁପୁର ନିର୍ବାଚନମଣ୍ଡଳୀ ତଥା…

ବ୍ରାହ୍ମଣୀ ନଦୀ ରେ ବୁଡି ଯୁବକ ମୃତ୍ୟୁ।

ବ୍ରାହ୍ମଣୀ ନଦୀ ରେ ବୁଡି ଯୁବକ ମୃତ୍ୟୁ।ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମୃତ ଯୁବକ ସିଲିଂ ଗ୍ରାମର ମିଟୁ ଦେହୁରୀ। ରାତିରୁ ନଦୀକୁ ଡଙ୍ଗା ଦ୍ୱାରା ମାଛ ମାରିବାକୁ ଯାଇ ନ ଫେରିବାରୁ…

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ…

କାର୍ଲୀ ପଢ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଲୟ୍ବରେ ପୋଷାକ ବିତରଣ

କାର୍ଲୀ ପଢ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଲୟ୍ବରେ ପୋଷାକ ବିତରଣ ଧର୍ମଗଡ଼(ଜାଗ୍ରତ ଭାରତ ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗ ସାପାଲି ଗ୍ରାମପଞ୍ଚାୟତ ର କାର୍ଲୀ ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଲୟ ରେ ପୋଶାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ସ୍କୁଲ…

ଆଜିର ରାଶିଫଳ

ଆଜିର ରାଶିଫଳ – ୧୨ ଜୁନ୍ ୨୦୨୬, ଶୁକ୍ରବାର ଜାଗ୍ରତ ଭାରତ ନ୍ୟୂଜ୍ ପାଇଁ ବିଶେଷ ସୂଚନା: ଆଜିର ଦିନଟି ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମିଶ୍ରିତ ଫଳପ୍ରଦ ରହିବ। ନ୍ୟୂଜ୍ ପବ୍ଲିସର୍ ଭାବରେ ଆପଣଙ୍କ ପାଇଁ ସୂଚନା ସଂଗ୍ରହ ଓ…

ଇଟାଭାଟି ର ନିଆଁ ଲିଭାଇଲା ତହସିଲ ପ୍ରଶାସନ

ଇଟାଭାଟି ର ନିଆଁ ଲିଭାଇଲା ତହସିଲ ପ୍ରଶାସନ ଯାଜପୁର — ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ମଧୁସୁଦନ ପୁର ପଞ୍ଚାୟତର ବଗମରା ବାଲି ଘାଟରେ ବାରମ୍ବାର ଅଭିଯୋଗ ହେଲା ପରେ ବରି ତହସିଲଦାର ଦିପ୍ତିମୟୀ ବେହେରା ଚଢ଼ାଉ କରି 4…

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଅନୁଗୋଳ:ବିଭିନ୍ନ ଦାବି ପୂରଣ ଦାବିରେ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ…

ଚାଷୀଙ୍କ ସମସ୍ୟା ନେଇ ଧାନ ମଣ୍ଡି ପରିଦର୍ଶନ କଲେ ଜୁନାଗଡ଼ ବିଧାୟକ

ଚାଷୀ ଙ୍କ ସମସ୍ୟା ନେଇ ଧାନ ମଣ୍ଡି ପରିଦର୍ଶନ କଲେ ଜୁନାଗଡ଼ ବିଧାୟକ ଜୁନାଗଡ଼ : (ବାଲେଶ୍ୱର ସୁନାନୀ )11/5/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଚାଷୀ ଙ୍କ ଧାନ ବିକା ସମସ୍ୟା କୁ ନେଇ ଚାଷୀମାନେ ହନ୍ତସନ୍ତ ହୋଇ…

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ କନ୍ଧମାଳ, ତା, ୧୧/୦୬:(ସୁଶୀଳ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବା ପରେ ମଧ୍ୟ ପୋଲିସର ସର୍ଚ୍ଚ…