Month: June 2026

ମେଡିକାଲ୍ ରେ ଷ୍ଟାଫ୍‌ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ

ମେଡିକାଲ୍ ରେ ଷ୍ଟାଫ୍‌ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ(ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ)ତାଳଚେର, ୧୧/୦୬ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍…

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’ ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ । ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ…

କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର ତାଳଚେର, ୧୧/୦୬ ବର୍ଷେ କି ଦୁଇବର୍ଷ ନୁହଁ ଦୀର୍ଘ ୭ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଦେଇଥିବା ୭ଜଣ ଠିକାକର୍ମଚାରୀ ବିନା ନୋଟିସ୍‌ରେ ଛୋଟେଇ କରାଯାଇଥିବା ଏବେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ…

ପ୍ରାଇଭେଟ କମ୍ପାନୀ ପ୍ରବେଶକୁ ବିରୋଧ କଲେ ଧରମପୁର ପଂଚାୟତବାସୀ

ପ୍ରାଇଭେଟ କମ୍ପାନୀ ପ୍ରବେଶକୁ ବିରୋଧ କଲେ ଧରମପୁର ପଂଚାୟତବାସୀତାଳଚେର, ୧୧/୦୬ ଦୀର୍ଘଦିନ ଧରି ବାରମ୍ବାର ଏକ କମ୍ପାନୀ ଡ଼୍ରିଲିଙ୍ଗ ଗାଡ଼ି ଧରମପୁର ପଂଚାୟତରେ ବାରମ୍ବାର ପ୍ରବେଶ କରିବା ଦ୍ୱାରା ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । କମ୍ପାନୀକୁ କିଛି ହାତଗଣତି…

ହତ୍ୟାକାଣ୍ଡକୁ ଦୁଇଦିନ ନପୁରୁଣୁ ହତ୍ୟାକାରୀଙ୍କୁ ବାନ୍ଧିଲା ବଡ଼ବିଲ ପୋଲିସ୍

ହତ୍ୟାକାଣ୍ଡକୁ ଦୁଇଦିନ ନପୁରୁଣୁ ହତ୍ୟାକାରୀଙ୍କୁ ବାନ୍ଧିଲା ବଡ଼ବିଲ ପୋଲିସ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରେ ଗତ ନଅ ତାରିଖ ବଡ଼ବିଲ ପୋଲିସ୍ ପେଟ୍ରୋଲିଂ ଟିମ୍ ଏକ ମୃତଦେହ ପଡ଼ିଥିବା ସନ୍ଧାନ ପାଇବା ପରେ ଘଟଣା ସ୍ଥଳରେ…

ବାଲି ମାଫିଆଙ୍କ ଉପରେ ପ୍ରଶାସନର ଚଢ଼ାଉ ଟ୍ରାକ୍ଟର ସହ ହାଇୱା ଜବତ୍

ବାଲି ମାଫିଆଙ୍କ ଉପରେ ପ୍ରଶାସନର ଚଢ଼ାଉ ଟ୍ରାକ୍ଟର ସହ ହାଇୱା ଜବତ୍। କେନ୍ଦୁଝର ଜିଲ୍ଲାରେ ବାଲି ମାଫିଆଙ୍କ ଉପରେ ପ୍ରଶାସନ ପକ୍ଷରୁ ଚଢାଉ, ଉକ୍ତ ଚଢ଼ାଉ ରେ ତିନିଟି ଟ୍ରାକ୍ଟର ସହ ଗୋଟିଏ ହାଇୱା ଜବତ୍ କରିଛି ପ୍ରଶାସନ।ବେଆଇନ ବାଲି ଚୋରା…

ବ୍ରାହ୍ମଣୀ ନଦୀରେ ଅକାଳ ମୃତ୍ୟୁ ପରେ ପୀଡ଼ିତ ପରିବାରଙ୍କୁ ସାନ୍ତ୍ୱନା ଓ ସହାୟତା ପ୍ରଦାନ କଲେ ସାଂସଦ ରୁଦ୍ର ନାରାୟଣ ପାଣି

ବ୍ରାହ୍ମଣୀ ନଦୀରେ ଅକାଳ ମୃତ୍ୟୁ ପରେ ପୀଡ଼ିତ ପରିବାରଙ୍କୁ ସାନ୍ତ୍ୱନା ଓ ସହାୟତା ପ୍ରଦାନ କଲେ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢ଼ା ଗ୍ରାମପଞ୍ଚାୟତ ରେଲୱେ ଷ୍ଟେସନ ନିକଟରେ ବାସ କରୁଥିବା ତିନି ଜଣ ଯୁବକଙ୍କର…

ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତା

ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତାହିମାଚଳପ୍ରଦେଶ ଶିମଲା ସ୍ଥିତ କାଲିବାରି ହଲ୍ ଠାରେ ରେ ଅନୁଷ୍ଠିତ ହେଉଥିବା ୭୧ତମ ଏଲ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ନୃତ୍ୟ ଓ ନାଟକ ପ୍ରତିଯୋଗିତା ଜୁନ୍ ୬ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

ଚୋର ଚୁରାଉଛେ ପୋଲିସ ଧରୁଛେ,ପୋଲିସ ହାତରେ ଚୋରୀ ଧାନ ବୋଝେଇ ଟ୍ରକ ଚୋର ଫେରାର

::ଚୋର ଚୁରାଉଛେ ପୋଲିସ ଧରୁଛେ,ପୋଲିସ ହାତରେ ଚୋରୀ ଧାନ ବୋଝେଇ ଟ୍ରକ ଚୋର ଫେରାର :: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି କୁମେଲସିଂହାରେ ପୋଲିସ ଧରିଲା ଚୋରି ଧାନ ବୋଝେଇ ଟ୍ରକ l ସୂଚନାକ୍ରମେ ସମ୍ବଲପୁର ଜିଲ୍ଲା…

ଆର୍ଥିକ ଠକେଇ ମାମଲାରେ ୨ ସାଇବର ଚୋର ଗିରଫ

ସମ୍ବଲପୁର : ସମ୍ବଲପୁର ପୁଲିସର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୁଲିସ ଥାନା ଅର୍ଥନୈତିକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଅତିରିକ୍ତ ଏସପି ଡ. ଶଶାଙ୍କ ଶେଖର ବେଉରାଙ୍କ ସୁଚନା ଅନୁଯାୟୀ, ସମ୍ବଲପୁର ଜିଲା ନିବାସୀ ଶ୍ରୀମତୀ…