Month: July 2026

ବାଲୁଅକଟା ହତ୍ୟା ମାମଲାରେ ବଡ଼ ସଫଳତା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପ୍ରେମ ସମ୍ପର୍କକୁ ନେଇ ହତ୍ୟା, ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ୨ ସହଯୋଗୀ ମଧ୍ୟ ଗିରଫ ଅନୁଗୋଳ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ବାଲୁଅକଟା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣା ପରେ ଜଙ୍ଗଲରେ ଲୁଚିଥିବା ମୁଖ୍ୟ…

ଅଚାନକ କୋଲିୟରୀ ଥାନାରେ ପହଞ୍ଚିଲେ ଅନୁଗୋଳ ଏସ୍‌ପି, ବ୍ୟବସ୍ଥାର କଲେ ସମୀକ୍ଷା

କୋଲିୟରୀ ଥାନାରେ ଏସ୍‌ପିଙ୍କ ଅଚାନକ ଯାଞ୍ଚ, ମାମଲା ତଦନ୍ତରୁ ରେକର୍ଡ ପରିଚାଳନା ପର୍ଯ୍ୟନ୍ତ କଲେ ସମୀକ୍ଷା ଅନୁଗୋଳ: ଥାନାର କାର୍ଯ୍ୟପ୍ରଣାଳୀ ଓ ମାମଲା ତଦନ୍ତର ଅଗ୍ରଗତି ଯାଞ୍ଚ ପାଇଁ କୋଲିୟରୀ ପୋଲିସ ଷ୍ଟେସନରେ ଅଚାନକ ପହଞ୍ଚିଥିଲେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।…

ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଓ ଦ୍ୱିତୀୟ ବିବାହ ଅଭିଯୋଗ, ପୋଲିସର ଦ୍ୱାରସ୍ଥ ସ୍ତ୍ରୀ

ଇନ୍‌ଷ୍ଟାଗ୍ରାମ ଫଟୋରୁ ଖୋଲିଲା ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରହସ୍ୟ! ଥାନାରେ ପହଞ୍ଚିଲେ ସ୍ତ୍ରୀ ବଅଁରପାଳ: ଇନ୍‌ଷ୍ଟାଗ୍ରାମରେ ଦେଖିଥିବା କିଛି ଫଟୋକୁ ନେଇ ବଅଁରପାଳ ଥାନାରେ ଏକ ପାରିବାରିକ ବିବାଦ ଅଭିଯୋଗ ଆସିଛି। ନୂଆହତା ଗ୍ରାମର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ…

ଅନୁଗୋଳ କାଙ୍ଗୁଲା ଗ୍ରାମରେ ବଣୁଆ ବାରାହା ଆତଙ୍କ, ଆକ୍ରମଣରେ ୫ରୁ ଅଧିକ ଆହତ

କାଙ୍ଗୁଲା ଗ୍ରାମରେ ବଣୁଆ ବାରାହାର ଆତଙ୍କ, ଆକ୍ରମଣରେ ୫ରୁ ଅଧିକ ଆହତ ଅନୁଗୋଳ: ଶନିବାର ସକାଳେ ଅନୁଗୋଳ ଜିଲ୍ଲାର କାଙ୍ଗୁଲା ଗ୍ରାମରେ ହଠାତ୍ ଏକ ବଣୁଆ ବାରାହା ପଶିଆସିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି। ଗ୍ରାମ ଭିତରେ ଏଣେତେଣେ ଦୌଡ଼ିବା ସହ…

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ ବାଲିଗୁଡା, ତା, ୧୯/୦୭: (ସୁଶୀଳ କୁମାର ପାଣିଗ୍ରାହୀ): ଓଡ଼ିଶା ବନ ବିଭାଗ ତଥା ଓଡ଼ିଶା ପରିବେଶ ସମିତି ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ର ଦବଦବା, ଶ୍ରେଷ୍ଠ ଅଭିନେତ୍ରୀ ହେଲେ ୟମୀ ଗୌତମ

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ର ଦବଦବା, ଶ୍ରେଷ୍ଠ ଅଭିନେତ୍ରୀ ହେଲେ ୟମୀ ଗୌତମ ଭାରତୀୟ ସିନେମା ଜଗତର ସମ୍ମାନଜନକ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ ଚଳଚ୍ଚିତ୍ର ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ସମ୍ମାନିତ ହୋଇଛି। ଫିଲ୍ମର କାହାଣୀ…

ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ନୂଆ ରେଳ ସେବାର ଶୁଭାରମ୍ଭ, ରାମନଗର-ଡେରାଡୁନ ଏକ୍ସପ୍ରେସ ଗଡ଼ିଲା

ରାମନଗର-ଡେରାଡୁନ ମଧ୍ୟରେ ଆରମ୍ଭ ହେଲା ପ୍ରଥମ ସିଧାସଳଖ ଏକ୍ସପ୍ରେସ ସେବା ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ସୁବିଧା। ରାମନଗର ଏବଂ ଡେରାଡୁନ ମଧ୍ୟରେ ପ୍ରଥମଥର ପାଇଁ ସିଧାସଳଖ ଏକ୍ସପ୍ରେସ ଟ୍ରେନ୍ ସେବା ଆରମ୍ଭ ହୋଇଛି। କେନ୍ଦ୍ର…

ସଂସଦ ଅଧିବେଶନ ପୂର୍ବରୁ ମୋଦିଙ୍କ ସହ ସୁଦୀପଙ୍କ ସାକ୍ଷାତ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କୁ ଭେଟିଲେ ସୁଦୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦିଲ୍ଲୀର ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର, ଜୁଲାଇ ୧୮ରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ନେତା ସୁଦୀପ…

ସର୍ବଦଳୀୟ ବୈଠକରେ ବିଦ୍ରୋହୀ ସାଂସଦଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ, ବିରୋଧୀଙ୍କ ବିରୋଧ

ସର୍ବଦଳୀୟ ବୈଠକରେ ଟିଏମସି ବିବାଦ, ବିଦ୍ରୋହୀ ସାଂସଦଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ଆପତ୍ତି ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନକୁ ନେଇ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। ଏହାକୁ ନେଇ ବିରୋଧୀ…

ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା: ବିକ୍ରମ ଆରୁଖ କ’ଣ ବଦଳାଇବେ ଦଳ?

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ରାଜନୈତିକ ମହଲରେ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି।ମନମୋହନ ସାମଲ…