Month: July 2026

ଜମ୍ମୁ-କଶ୍ମୀରରେ ଫ୍ଲାସ୍ ଫ୍ଲଡ୍‌ର ତାଣ୍ଡବ, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜୌରୀ ସହରରେ ରାତିସାରା ମୁଷଳଧାରା ବର୍ଷା ପରେ ରାସ୍ତାଘାଟରେ ବନ୍ୟାଜଳ ପ୍ରବେଶ…

ରାଷ୍ଟ୍ରପତିଙ୍କ ୩ ଦେଶୀୟ ୟୁରୋପ ଗସ୍ତ, ମଜବୁତ ହେବ ଭାରତର କୂଟନୈତିକ ସମ୍ପର୍କ

ନୂଆଦିଲ୍ଲୀ: ତିନି ୟୁରୋପୀୟ ଦେଶ ଗସ୍ତରେ ଯାଇଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ସେ ବିଭିନ୍ନ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ନିବେଶ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏହା…

ମହାପ୍ରଭୁଙ୍କ ଅଳଙ୍କାର ଗଣତି-ମଣତି ସମ୍ପନ୍ନ, ଶେଷ ହେଲା ପ୍ରକ୍ରିୟା

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଥିବା ଦୁର୍ଲଭ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଅଳଙ୍କାରଗୁଡ଼ିକ ଶ୍ରୀଅଙ୍ଗରୁ ଓଲାଗି ହେବା ପରେ ନିୟମ ଅନୁଯାୟୀ ଏହି ଗଣତି ମଣତି କରାଯାଇଥିଲା।ଦିନ ୧୧ଟା ୩୬ ମିନିଟ୍‌ରେ ଏହି ପ୍ରକ୍ରିୟା ଆରମ୍ଭ…

ଭାରତର ମହାକାଶ ଇତିହାସରେ ନୂଆ ଅଧ୍ୟାୟ, ବିକ୍ରମ-୧ ଲଞ୍ଚ୍‌କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା

ଭାରତର ମହାକାଶ ଇତିହାସରେ ନୂଆ ଅଧ୍ୟାୟ, ବିକ୍ରମ-୧ ଲଞ୍ଚ୍‌କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତର ମହାକାଶ କ୍ଷେତ୍ରରେ ଏକ ବଡ଼ ସଫଳତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅଭିନନ୍ଦନ ଜଣାଇଛନ୍ତି। ଭାରତର ପ୍ରଥମ ବେସରକାରୀ…

ଖରାପ ପାଗ ପାଇଁ ଅମରନାଥ ଯାତ୍ରାରେ ଅସ୍ଥାୟୀ ବ୍ରେକ୍, ଜୁଲାଇ ୧୯ରୁ ଯାତ୍ରା ବନ୍ଦ

ଖରାପ ପାଗ ପାଇଁ ଅମରନାଥ ଯାତ୍ରାରେ ଅସ୍ଥାୟୀ ବ୍ରେକ୍, ଜୁଲାଇ ୧୯ରୁ ଯାତ୍ରା ବନ୍ଦ ଶ୍ରୀନଗର: ଖରାପ ପାଗର ପୂର୍ବାନୁମାନକୁ ନେଇ ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୯ ତାରିଖରୁ ପହଲଗାମ ଏବଂ ବାଲଟାଲ—ଉଭୟ…

ଆଦିବାସୀ ବିକାଶରେ ନୂଆ ଦିଗ: ‘ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚୁ ଶାସନର ଲାଭ’—ମୁଖ୍ୟମନ୍ତ୍ରୀ

ଆଦିବାସୀ ବିକାଶରେ ନୂଆ ଦିଗ: ‘ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚୁ ଶାସନର ଲାଭ’—ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟର ଆଦିବାସୀ ସମାଜର ସାମାଜିକ ଓ ଆର୍ଥିକ ବିକାଶ ସହ ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…

ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଦମଦାର ବିଜୟ, ‘ଲାହାରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ପୁରସ୍କାର

ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଦମଦାର ବିଜୟ, ‘ଲାହାରୀ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ପୁରସ୍କାର ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ସିନେମାର ଗୌରବ ବଢ଼ାଇଛି ୨୦୨୫ର ପ୍ରଶଂସିତ ଓଡ଼ିଆ ଫିଚର୍ ଫିଲ୍ମ ‘ଲାହାରୀ’। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ…

ସ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାକୁ ଘରକୁ ଫେରିଥିଲେ, ପରଦିନ ମିଳିଲା ମୃତଦେହ

ଜନ୍ମଦିନରେ ଘରକୁ ଫେରିଥିଲେ ଇଞ୍ଜିନିୟର ସ୍ୱାମୀ, ପରଦିନ ମିଳିଲା ଝୁଲନ୍ତା ମୃତଦେହ… ହତ୍ୟା ଅଭିଯୋଗରେ ତଦନ୍ତ ଜୋରଦାର ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଘରକୁ ଆସିଥିଲେ ୩୪ ବର୍ଷୀୟ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀ। ହେଲେ ଏହି ଖୁସିର…

ଆଜିର ରାଶିଫଳ

ଆଜିର ରାଶିଫଳ (୧୯ ଜୁଲାଇ ୨୦୨୬, ରବିବାର) ଜାଗ୍ରତ ଭାରତ ନ୍ୟୁଜ୍ ତତଫରୁ ପ୍ରସ୍ତୁତ ♈ ମେଷ ଶୁଭ ଫଳାଫଳ: କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୦୦ –…

ଚନ୍ଦିନୀମାଲ ହାଇ ସ୍କୁଲର ତେତିଶ ତମ ପ୍ରତିଷ୍ଠା ଦିବସ ପାଳିତ, ହୀରାଧର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଓ ସ୍ମୃତିରେ ତେତିଶଟି ଚାରା ରୋପିତ

ଚନ୍ଦିନୀମାଲ ହାଇ ସ୍କୁଲର ତେତିଶ ତମ ପ୍ରତିଷ୍ଠା ଦିବସ ପାଳିତ, ହୀରାଧର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଓ ସ୍ମୃତିରେ ତେତିଶଟି ଚାରା ରୋପିତ କୁଚିଣ୍ଡା,19/7,କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଆବାସିକ ବିଦ୍ୟାଳୟ, ଚନ୍ଦିନିମାଳସ୍ଥିତ ହୀରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟର ତେତିଶ…