Month: July 2026

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏଣିକି ମିଳିବ କ୍ୟାନସର ଚିକିତ୍ସା ସୁବିଧା

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏଣିକି ମିଳିବ କ୍ୟାନସର ଚିକିତ୍ସା ସୁବିଧା ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ଆସିଲା ବଡ଼ ଆଶ୍ୱାସନ। ଏଣିକି ଆୟୁଷ୍ମାନ ଭାରତ କାର୍ଡ ମାଧ୍ୟମରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ…

ଇରାନୀ ଆକ୍ରମଣରେ ଜୋର୍ଡାନରେ ୨ ଆମେରିକୀୟ ସୈନ୍ୟ ମୃତ: ଜଣେ ନିଖୋଜ, ଆମେରିକାକୁ ତେହରାନର ଚେତାବନୀ

ଜୋର୍ଡାନରେ ଇରାନୀ ଆକ୍ରମଣରେ ଆମେରିକାକୁ ବଡ଼ ଝଟକା: ୨ ସୈନ୍ୟ ନିହତ, ଜଣେ ନିଖୋଜ ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ଉଗ୍ର ରୂପ ନେଉଛି। ଜୋର୍ଡାନରେ ହୋଇଥିବା ଏକ ଇରାନୀ ଆକ୍ରମଣରେ ଦୁଇ ଜଣ…

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ: କାରରୁ ୧୮୬ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ରେଢ଼ାଖୋଲରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ଚଢ଼ାଉ: କାରରୁ ୧୮୬ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର ସମ୍ବଲପୁର: ଗଞ୍ଜେଇ ଚୋରାଚାଲାଣ ଉପରେ ରେଢ଼ାଖୋଲ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଢ଼ାଖୋଲ ସହରର ଭୀମଭୋଇ ଛକ ନିକଟରେ ପୋଲିସ ଚଢ଼ାଉ କରି ଏକ…

ସମୁଦ୍ରରେ ସ୍ନାନ ହେଲା କାଳ: ପୁରୀରେ ଦୁଇ ପର୍ଯ୍ୟଟକ ବୁଡ଼ିଗଲେ

ପୁରୀ ସମୁଦ୍ରରେ ଅଘଟଣ: ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ପୁଣି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇ ପର୍ଯ୍ୟଟକ ବୁଡ଼ିଯାଉଥିବା ଦେଖି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଖବର ପାଇ…

ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର: ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ ଭୁବନେଶ୍ୱର: ଲୋକଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି ସାକ୍ଷାତକାର ସମୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଓ ଓଡ଼ିଶାର…

୨-୧ରେ ସିରିଜ୍‌ କବ୍‌ଜା କଲା ଇଂଲଣ୍ଡ, ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଲା ମାତ୍

ରୋହିତଙ୍କ ଶତକ ବି ଫିକା, ୨୭ ରନରେ ହାରିଲା ଭାରତ; ୨-୧ରେ ଇଂଲଣ୍ଡର ସିରିଜ୍‌ ବିଜୟ ଲଡର୍‌ସ, ୨୦/୭: ରୋହିତ ଶର୍ମାଙ୍କ ଦମଦାର ଶତକ ମଧ୍ୟ ଭାରତକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ରବିବାର ଖେଳାଯାଇଥିବା ୩ୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ…

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ବାଲିଗୁଡା, ତା, ୧୯/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ…

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ ବାଲିଗୁଡା, ତା, ୧୯/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଚତୁର୍ଥ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଠାକୁର ବରାହ ଅବତାରରେ ଦର୍ଶନ ଦେଇଛନ୍ତି l ବଡ…

ଦୂଷିତ ପାନୀୟଜଳ ପିଉଛନ୍ତି ପୌରବାସୀସଂକ୍ରମଣ ରୋଗର ଶୀକାର ହେବା ସମ୍ଭାବନା

ଦୂଷିତ ପାନୀୟଜଳ ପିଉଛନ୍ତି ପୌରବାସୀସଂକ୍ରମଣ ରୋଗର ଶୀକାର ହେବା ସମ୍ଭାବନାତାଳଚେର, ୧୯/୦୭: ୧୯୯୯ ମସିହା ଠାରୁ ତାଳଚେର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ୩୨୧ ପରିବାରକୁ ହାଣ୍ଡିଧୂଆଁ ନିକଟରେ ଥଇଥାନ କରାଯାଇଛି । ଯାହାକି ୨୦୦୬ ମସିହାରୁ ତାଳଚେର ପୌରପାଳିକା ୱାର୍ଡ଼…

ଗ୍ରହରାଜ ଶନିଦେବଙ୍କ ଉତ୍ସବରେ ଜମିଲା ଆନନ୍ଦ, ଆଜ୍ଞା ଲଡ଼ୁ ନିଲାମ; ବିଜେତାଙ୍କୁ ପୁରସ୍କାର ଦେଲେ ବିଧାୟକ

ଭକ୍ତି ଓ ଉତ୍ସାହରେ ଶନିଦେବଙ୍କ ବାର୍ଷିକ ଉତ୍ସବ, ଆଜ୍ଞାଲଡୁ ନିଲାମରେ ଜମିଲା ଉତ୍ସାହ ଅନୁଗୋଳ: ଭକ୍ତିମୟ ପରିବେଶ ଓ ଉତ୍ସାହର ମାହୋଲ ମଧ୍ୟରେ ଅନୁଗୋଳ ପୌରାଞ୍ଚଳର ରାଜକିଶୋରପଡାରେ ଗ୍ରହରାଜ ପ୍ରଭୁ ଶନିଦେବଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଉତ୍ସବ ଅବସରରେ ଆୟୋଜିତ…