Month: July 2026

ଗୋରୁ ଚରାଇ ଘରକୁ ଫେରିବା ସମୟରେ ବଜ୍ରାଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

ଗୋରୁ ଚରାଇ ଘରକୁ ଫେରିବା ସମୟରେ ବଜ୍ରାଘାତରେ ବ୍ୟକ୍ତିଙ୍କ ମୃତ୍ୟୁ। ଗୋରୁ ଚାରାଇ ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ବ୍ରଜ୍ରାଘାତରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା।…

ସେଲ ଲୌହଖଣିରେ ଦୁର୍ଘଟଣା, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଠିକାଶ୍ରମିକ ଗୁରୁତର

ସେଲ ଲୌହଖଣିରେ ଦୁର୍ଘଟଣା, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଠିକାଶ୍ରମିକ ଗୁରୁତର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ଲୌହ ଖଣିରେ ଘଟିଛି ଏକ ଦୁର୍ଘଟଣା। ଏଗାର କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକ ଗୁରୁତର…

ଫ୍ରି’ହେଲଥକ୍ୟାମ୍ପ ପାଇଁ ପ୍ରସ୍ତୁତି ବୈଠକ

ଫ୍ରି’ହେଲଥକ୍ୟାମ୍ପ ପାଇଁ ପ୍ରସ୍ତୁତି ବୈଠକତାଳଚେର, ୧୭/୦୭ ଆଜି ବିଶିଷ୍ଟ ନ୍ୟୁରୋ ସର୍ଜରୀ ପ୍ରଫେସର ପ୍ରତାପ ପାଣି ତାଳଚେର ଟାଉନ ସ୍ଥିତ ‘ଜୟ ନିତାଇ ଆଶ୍ରମ’ ପରିସରରେ ଥିବା ଆକ୍ଟିଭମିଡ଼ିଆ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ଦିଗ…

ତାଳଚେର ହାଣ୍ଡିଧୂଆଁ ଓଭରବ୍ରିଜ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ

ତାଳଚେର ହାଣ୍ଡିଧୂଆଁ ଓଭରବ୍ରିଜ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀତାଳଚେର, ୧୮/୦୭ ଗୃହପାଳିତ ଗାଈଗୋରୁଙ୍କୁ ମାଲିକମାନେ କ୍ଷୀର ଲାଳସାରେ ରଖୁଛନ୍ତି ଏବଂ ଗାଈମାନଙ୍କ ଠାରୁ କ୍ଷୀରଦୁହି ସାରିଲେ ଖୋଲାଆମ ଛାଡ଼ି ଦେଉଛନ୍ତି । ଯାହା ଫଳରେ ଏମାନେ ଦୋକାନବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଓ ଏପରିକି ଏମାନେ…

ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ବିରୁଦ୍ଧରେ ଜୁଲାଇ ୨୦ ରେ ଆପ୍ ର ଆନ୍ଦୋଳନ,

ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ବିରୁଦ୍ଧରେ ଜୁଲାଇ ୨୦ ରେ ଆପ୍ ର ଆନ୍ଦୋଳନ ଢେଙ୍କାନାଳ : ଦୀର୍ଘ ୨୧ ଦିନ ଧରି ବିଶିଷ୍ଟ ପରିବେଶବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ, କକ୍ରୋଚ…

ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଭମରମାଲ ଠାରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଯାଇଛି

ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଭମରମାଲ ଠାରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଯାଇଛି ।〰️〰️〰️〰️〰️〰️〰️〰️ଭବାନୀପାଟଣା (ଜାଗ୍ରତ ଭାରତ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଭମରମାଲ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ…

୫୨୦ ନମ୍ବର୍ ଜାତୀୟ ରାଜପଥରେ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଜଣେମୃତ ଦୁଇ ଗୁରୁତର

୫୨୦ ନମ୍ବର୍ ଜାତୀୟ ରାଜପଥରେ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଜଣେମୃତ ଦୁଇ ଗୁରୁତର। ୫୨୦ନମ୍ବର୍ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେମୃତ ଦୁଇ ଜଣ ଗୁରୁତର। ରାସ୍ତା କଡରେ ଛିଡା ହୋଇ ଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ।…

ଆଇନର ରକ୍ଷକ ଏବେ ଅଭିଯୁକ୍ତ: ଦୁଷ୍କର୍ମ ଅଭିଯୋଗରେ OASI ଗିରଫ

ଗଞ୍ଜାମ/ଛତ୍ରପୁର – ପୁଲିସ ବିଭାଗକୁ ନେଇ ପୁଣିଥରେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଛତ୍ରପୁର ରିଜର୍ଭ ପୁଲିସର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀ ହେଉଛନ୍ତି ଓଏଏସଆଇ…

ମୌସୁମୀ ଅଧିବେଶନରେ କେନ୍ଦ୍ରର ବଡ଼ ପଦକ୍ଷେପ; ଆସିପାରେ ୫ ନୂଆ ବିଲ୍

ନୂଆଦିଲ୍ଲୀ, ୧୮/୦୭: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ସଂସଦର ଅଷ୍ଟମ ଅଧିବେଶନ। ଏହି ଅଧିବେଶନକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଅଧିବେଶନ କାଳରେ ସରକାର ପ୍ରାୟ ୫ଟି ଗୁରୁତ୍ୱପୂର୍ଣ୍ଣ…

ତାଳଚେର ରେଳ ଷ୍ଟେସନର ନବକଳେବର; ଅମୃତ ଭାରତ ଯୋଜନାରେ ଉଦ୍ଘାଟିତ

ତାଳଚେର ରେଳ ଷ୍ଟେସନର ନବକଳେବର: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ ପରେ ଶୁଭ ଉଦ୍‌ଘାଟନ ତାଳଚେର: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ଓ ଆଧୁନିକୀକୃତ ତାଳଚେର ରେଳ ଷ୍ଟେସନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ…