ଭୁବନେଶ୍ୱରରେ ‘ଇଣ୍ଡିଆନ୍ ଆଇଡଲ୍’ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ, ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଇଣ୍ଡିଆନ ଆଇଡ଼ଲ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ ନାୟକ । ଇଣ୍ଡିଆନ ଆଇଡଲ ସିଜିନ-୧୬ ର ଶ୍ରେଷ୍ଠ ୫ ଫାଇନଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଫିନାଲେ ପୂର୍ବରୁ ଏବେ ସେ ଭୁବନେଶ୍ୱର ଆସିଛନ୍ତି । ପ୍ରଭୁ…
