ବଙ୍ଗୋପସାଗରରେ ରୋହିଙ୍ଗା ଶରଣାର୍ଥୀଙ୍କ ୨ଟି ଡଙ୍ଗା ବୁଡ଼ିଲା: ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ମିଆଁମାର ଉପକୂଳ ବଙ୍ଗୋପସାଗରରେ ରୋହିଙ୍ଗା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ବୁଡ଼ିଯାଇଛି, ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ଜୁନ୍ ଶେଷ ଭାଗରେ ଦୁଇଟି ଡଙ୍ଗା ମିଆଁମାରର ପଶ୍ଚିମ ରଖାଇନ…
