Month: July 2026

ମିଡିଆ କ୍ଲବର ଜରୁରୀ ବୈଠକଗଣମାଧ୍ୟମକୁ ସକ୍ରିୟ ହେବାକୁ ଆହ୍ବାନ

ମିଡିଆ କ୍ଲବର ଜରୁରୀ ବୈଠକଗଣମାଧ୍ୟମକୁ ସକ୍ରିୟ ହେବାକୁ ଆହ୍ବାନ ଜୁନାଗଡ଼,୧୪।୭(ବାଲେଶ୍ୱର ସୁନାନୀ )-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆରଏମ ସି ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଜୁନାଗଡ଼ ମିଡିଆ କ୍ଲବର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଆଦିତ୍ୟ ପ୍ରସାଦ…

ରାଜ୍ୟ କ୍ୟାବିନେଟ୍: ୭ ବିଭାଗର ୧୩ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ…

ହର୍ମୁଜ ପ୍ରଣାଳୀରେ ୨ ତେଲ ଟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼: ଭାରତୀୟ ମୃତ

ନୁଆଦିଲ୍ଲୀ: ଇରାନର କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ପ୍ରମୁଖ ତେଲ ଟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି…

ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର:ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ…

ଦିନରେ ତାଲାଭାଙ୍ଗି ଲୁଟ୍ : ପୋଲିସର ପାରିବାପଣିଆ ପ୍ରତି ପ୍ରଶ୍ନ?

ଦିନରେ ତାଲାଭାଙ୍ଗି ଲୁଟ୍ : ପୋଲିସର ପାରିବାପଣିଆ ପ୍ରତି ପ୍ରଶ୍ନ? ତାଳଚେର, ୧୪/୦୭ – ତାଳଚେର କୋଲିୟରୀ ଥାନା ଠାରୁ ମାତ୍ର ୧କିମି ଦୂରରେ ଦେଉଳବେଡ଼ା କ୍ୱାଟର ନଂ- ଆରଏଲୱାଇ ୧୩ରୁ ଆଜି ସକାଳ ୧୦.୪୦ମି ଠାରୁ ୧୧.୫ ମିନଟ୍ ମଧ୍ୟରେ…

ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ଅନୁଗୋଳ, ୧୪.୦୭: ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକରେ ପି.ସି ଆଣ୍ଡ ପି.ଏନ.ଡି.ଟି ଆଇନର୍ ସଠିକ୍ କାର୍ଯ୍ୟକାରିତାକୁ ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍…

ନେତ୍ରୋତ୍ସବ ପରେ ନବଯୌବନ ବେଶ ରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ

ନେତ୍ରୋତ୍ସବ ପରେ ନବଯୌବନ ବେଶ ରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ ଉଟଲି (ଅଭିମନ୍ୟୁ ପଧାନ ): – ସୁସ୍ଥ ହେଲେ ମହାପ୍ରଭୁ ଶ୍ରୀଦଧିବାମନ, ଦିନକ ପରେ ରଥଯାତ୍ରା, ପବିତ୍ର ରଥଯାତ୍ରା ପାଖେଇ ଆସୁଥିବାରୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା…

ରଥଯାତ୍ରା ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା; ୨୩୦ ଏମବିବିଏସ ଡାକ୍ତର ଓ ୬୬ ବିଶେଷଜ୍ଞ ଡାକ୍ତର ମୁତୟନ

ଭୁବନେଶ୍ୱର- (ଜାଗ୍ରତ ଭାରତ) ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସୁରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି।ସ୍ୱାସ୍ଥ୍ୟ ଓ ପରିବାର…

ହୃଦୟବିଦାରକ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ ଟ୍ରଲର ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲା ବକଖାଲିଠାରୁ ୩୫ କିମି ଦୂର ଚୁଲକାଟି ଜଙ୍ଗଲ…

ଆନ୍ଧ୍ରରେ କରୋନା ମୃତ୍ୟୁ ପରେ ସୀମାନ୍ତ ଅଞ୍ଚଳରେ ସତର୍କତା, ଓଡ଼ିଶାରେ ହାଇ ଆଲର୍ଟ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଓଡ଼ିଶାରେ ସତର୍କତା । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସୀମାନ୍ତ ଜିଲ୍ଲାର ମୁଖ୍ୟ…