Month: August 2026

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରଶିକ୍ଷଣ ଶିବିର ବ୍ରହ୍ମପୁର:ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ବ୍ରହ୍ମପୁରରେ ସଫଳତାର ସହ ସମାପ୍ତ ହୋଇଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ…

ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସାଇକେଲ ଶୋଭାଯାତ୍ରା ଆୟୋଜିତ

ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସାଇକେଲ ଶୋଭାଯାତ୍ରା ଆୟୋଜିତ ଅନୁଗୋଳ,୩୦.୦୮ : ଜାତୀୟ କ୍ରୀଡ଼ା ଦିବସ ସମାରୋହର ଉଦଯାପନୀ ଦିବସରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ…

ଭକ୍ତିମୟ ପରିବେଶରେ ଅନୁଗୋଳର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

ଭକ୍ତିମୟ ପରିବେଶରେ ଅନୁଗୋଳର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ଅନୁଗୋଳ: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଛି ଅନୁଗୋଳ ସହର। ଅନୁଗୋଳବାସୀଙ୍କ ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ତଥା ବାର୍ଷିକ…

ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣକୁ ନେଇ ପିଏଲ୍ଆରଆରସି ବୈଠକ

ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣକୁ ନେଇ ପିଏଲ୍ଆରଆରସି ବୈଠକ ବିସ୍ଥାପିତଙ୍କ ନିଯୁକ୍ତି, ଜମିର ଉପଯୁକ୍ତ ମୂଲ୍ୟ ଓ ଅଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଅନୁଗୋଳ: ନାଲକୋ ଅନୁଗୋଳର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ଅନୁଗୋଳ ସର୍କିଟ୍ ହାଉସ୍‌ର କନଫରେନ୍ସ ହଲ୍‌ରେ ପ୍ରକଳ୍ପ ସ୍ତରୀୟ…

ଢେଙ୍କାନାଳ ମହାବୀର ବଜାରରେ ଖୁଦୁରୁକୁଣୀ ଓଷା ପାଳିତ

ଢେଙ୍କାନାଳ ମହାବୀର ବଜାରରେ ଖୁଦୁରୁକୁଣୀ ଓଷା ପାଳିତ ଢେଙ୍କାନାଳ ମହାବୀର ବଜାରରେ ଧୁମ୍‌ଧାମରେ ପାଳିତ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା। ପ୍ରଥମ ରବିବାର ଅବସରରେ ଝିଅ ଓ ବୋହୂମାନେ ନିଷ୍ଠାର ସହ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଢେଙ୍କାନାଳ ମହାବୀର ବଜାରରେ…

ଶ୍ୟାମାଚରଣପୁରରେ ନୂତନ ଯୋଗ କେନ୍ଦ୍ର ଉଦ୍‌ଘାଟନ, ଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା

ଢେଙ୍କାନାଳ ତା୩୦.୦୮.୨୦୨୬ ରିଖ ରବିବାର ଦିନ ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜିଲ୍ଲା ଶାମା ଚରଣ ପୁର ସ୍ଥିତ ଶିରିଡ଼ି ସାଈ ମନ୍ଦିର ପରିସରରେ ଏକ ନୂତନ ଯୋଗ କେନ୍ଦ୍ର, ସାଈଶ୍ରିକ୍ଷେତ୍ର ଯୋଗ କେନ୍ଦ୍ର ନାମରେ ଉଦଘାଟନ ହୋଇ ଯାଇଅଛି…

ଡ୍ରୋନ୍‌ରେ ହାତୀଙ୍କ ଗତିବିଧି ଉପରେ ନଜର, ମଣିଷ-ହାତୀ ସଂଘର୍ଷ ରୋକିବାକୁ ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ

ଡ୍ରୋନ୍‌ରେ ହାତୀଙ୍କ ଗତିବିଧି ଉପରେ ନଜର, ମଣିଷ-ହାତୀ ସଂଘର୍ଷ ରୋକିବାକୁ ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ ଅନୁଗୋଳ: ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ସହ ହାତୀ ଓ ମଣିଷଙ୍କ ସୁରକ୍ଷା ନିଶ୍ଚିତ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଡ୍ରୋନ୍ ଆଧାରିତ…

ଜମିସ୍ତରରେ ବନ ପୁନରୁଦ୍ଧାର କାର୍ଯ୍ୟର ତଦାରଖ, ପ୍ଲାଣ୍ଟେସନ୍ ସ୍ଥଳ ପରିଦର୍ଶନ କଲେ ACF

ଜମିସ୍ତରରେ ବନ ପୁନରୁଦ୍ଧାର କାର୍ଯ୍ୟର ତଦାରଖ, ପ୍ଲାଣ୍ଟେସନ୍ ସ୍ଥଳ ପରିଦର୍ଶନ କଲେ ACF ଅନୁଗୋଳ: ବନ ସୁରକ୍ଷା ସହିତ ଜଙ୍ଗଲର ପୁନରୁଦ୍ଧାର ଓ ଚାରାର ସୁସ୍ଥ ବିକାଶ ଉପରେ ଗୁରୁତ୍ୱ ଦେଇ ଅନୁଗୋଳ ବନଖଣ୍ଡ ପକ୍ଷରୁ ଜମିସ୍ତରରେ ନିରୀକ୍ଷଣ ଜାରି ରହିଛି।…

ଉଜବେକିସ୍ତାନ ଯାତ୍ରା ପୂର୍ବରୁ ଯୁବପିଢ଼ିଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦୀ

🇮🇳 ଉଜବେକିସ୍ତାନ ଯାତ୍ରା ପୂର୍ବରୁ ଯୁବପିଢ଼ିଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦୀ ନୂଆଦିଲ୍ଲୀ: ଉଜବେକିସ୍ତାନ ଗସ୍ତ ପୂର୍ବରୁ ସେଠାକାର ଯୁବପିଢ଼ିଙ୍କ ଉତ୍ସାହ ଓ ଭଲପାଇବା ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଜବେକିସ୍ତାନର ଯୁବକ-ଯୁବତୀମାନେ ହିନ୍ଦୀରେ ନିଜ ଭାବନା…

ଭୟ, ରହସ୍ୟ ଓ ରୋମାଞ୍ଚରେ ଭରପୂର ‘ଦାହାନ’: ରିଲିଜ୍ ହେଲା ଓଡ଼ିଆ ହରର୍ ଫିଲ୍ମର ଟ୍ରେଲର

ଭୟ, ରହସ୍ୟ ଓ ରୋମାଞ୍ଚରେ ଭରପୂର ‘ଦାହାନ’: ରିଲିଜ୍ ହେଲା ଓଡ଼ିଆ ହରର୍ ଫିଲ୍ମର ଟ୍ରେଲର ଭୁବନେଶ୍ୱର: ଓଡ଼ିଆ ସିନେମାରେ ଭୂତ କାହାଣୀକୁ ନେଇ ଆସୁଛି ଏକ ନୂଆ ପ୍ରୟାସ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ବ୍ୟାନର୍‌ରେ ଗଣେଶ ପୂଜା ଅବସରରେ ଦର୍ଶକଙ୍କୁ…

You missed