ବିଦେଶରୁ ଫେରିଲା ୬୬୨ ଭାରତୀୟ ପୁରାବସ୍ତୁ, ଆମେରିକାରୁ ସର୍ବାଧିକ ୫୮୯
ବିଦେଶରୁ ଫେରିଲା ୬୬୨ ଭାରତୀୟ ପୁରାବସ୍ତୁ, ଆମେରିକାରୁ ସର୍ବାଧିକ ୫୮୯ ନୂଆଦିଲ୍ଲୀ: ଦେଶରୁ ଚୋରି କିମ୍ବା ବେଆଇନ ଭାବେ ବିଦେଶକୁ ନିଆଯାଇଥିବା ଭାରତୀୟ ପୁରାବସ୍ତୁ ଓ ପ୍ରାଚୀନ ସାମଗ୍ରୀକୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଜୁନ୍ ୨୦୨୬ ପର୍ଯ୍ୟନ୍ତ ଆମେରିକା,…
