ପଶୁଧନ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡର ପଦକ୍ଷେପ: ବଡ଼ମୂଳରେ ଟିକାକରଣ ଓ କୃମିନାଶକ ଶିବିର
ପଶୁଧନ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡର ପଦକ୍ଷେପ: ବଡ଼ମୂଳରେ ଟିକାକରଣ ଓ କୃମିନାଶକ ଶିବିର ଅନୁଗୋଳ: ପଶୁଧନର ସୁରକ୍ଷା ସହ ଗ୍ରାମୀଣ ଲୋକଙ୍କ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଜରପଡ଼ା ରେଞ୍ଜ…
