Month: October 2026

ପାଚିକା ସହାୟିକା ସଂଘର ବୈଠକ

ପାଚିକା ସହାୟିକା ସଂଘର ବୈଠକ ଢେଙ୍କାନାଳ, ୧୧/୧୦: ଜେଲ୍ ରୋଡ୍ ନିକଟସ୍ମ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସି ସ‌ହବନ୍ଧିତ ନିଳ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଭାରତୀ ଦାସ…

ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ

ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଢେଙ୍କାନାଳ, ୧୧/୧୦ : ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସିର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ଥାନକୁ ଯମେଶ୍ବର ପୃଷ୍ଟି ମଣ୍ଡପ ଭାବେ ନାମିତ କରାଯାଇଥିଲା । ସୁଜାତା ନାୟକ ଓ…

ସିଦ୍ଧ ବଳଦେବ ଜୀଉ ଯୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ

ସିଦ୍ଧ ବଳଦେବ ଜୀଉ ଯୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ଅନ୍ତର୍ଗତ ସିଦ୍ଧ ଵଳଦେବଜୀଉ ଯୋଗ କେନ୍ଦ୍ରର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଲେଖକ ସଂସଦ, ଢେଙ୍କାନାଳ ଠାରେ ମହା ଧୁମ ଧାମରେ ପାଳିତ ହୋଇ…

କବି ନିରଞ୍ଜନ ପାତ୍ରଙ୍କ ପୁସ୍ତକ ନୀତି ସମ୍ଭାର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

କବି ନିରଞ୍ଜନ ପାତ୍ରଙ୍କ ପୁସ୍ତକ ନୀତି ସମ୍ଭାର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ମା ବରୁଣେଇ ମଣ୍ଡପ ଠାରେ ଆଜି କବି ନିରଞ୍ଜନ ପାତ୍ରଙ୍କ ନୀତି ସମ୍ଭାର ପୁସ୍ତକର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ…

ମହାମହିମ ରାଜ୍ୟପାଳଙ୍କ ଅତାବିରା ଗସ୍ତ

:: ମହାମହିମ ରାଜ୍ୟପାଳଙ୍କ ଅତାବିରା ଗସ୍ତ :: ବରଗଡ:୧୧/୧୦(ପବିତ୍ର ମେହେର) KACA ର ୨୩ ତମ ପ୍ରତିଷ୍ଠା ଦିବସ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ପରିସର ଭିତରେ କୋଶଲ ଆନ୍ଧ୍ର କଲଚରାଲ ଏସୋସିଏସନର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ି…

ଗ୍ରାମାଞ୍ଚଳର ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

*ଗ୍ରାମାଞ୍ଚଳର ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ* *କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ* ଭୁବନେଶ୍ୱର, ୧୧ ଅକ୍ଟୋବର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର…

ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଆରୋହୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ବିଭୂତି ଜେନା ହାଇୱା ଧକ୍କାରେ ଗୁରୁତର ଆହତଙ୍କୁ ଏସ୍କର୍ଟ ଗାଡ଼ିରେ ପଠାଇଲେ ଡାକ୍ତରଖାନା, ହାଇୱା ଜବତ ପାଇଁ ପୁଲିସକୁ ନିର୍ଦ୍ଦେଶ

ବ୍ରହ୍ମପୁର, ୧୧/୧୦ : ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶେରଗଡ଼ରୁ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ, ଘୋଡ଼ାହାଡ଼ ନଦୀ ପୋଲ ନିକଟରେ ଏକ ଦୁଃଖଦ ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା…

ଟାଇମ୍ସ ଫ୍ୟାଶନ୍ ୱିକ୍‌ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍‌

*ଟାଇମ୍ସ ଫ୍ୟାଶନ୍ ୱିକ୍‌ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍‌* • *ଫ୍ୟାଶନ୍ ରାମ୍ପ୍‌ରେ ପେସାଦାର ମଡେଲ୍‌ଙ୍କ ସହ ଚାଲିଲେ ଖୋର୍ଦ୍ଧା ଓ କଟକର ୧୪ ମହିଳା ବୁଣାକାର* **ଭୁବନେଶ୍ୱର, ୧୧ ଅକ୍ଟୋବର ୨୦୨୬:** ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍…

ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ୧୧/୧୦/୨୦୨୬ ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର…

ସପ୍ତଶଯ୍ୟାର ଖେଳ ପଡ଼ିଆରେ ସଦର ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା -୨୦୨୬ ଉଦଘାଟିତ

ତା ୧୧.୧୦.୨୦୨୬ ରିଖ ରବିବାର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସପ୍ତଶଯ୍ୟାର ଖେଳ ପଡ଼ିଆରେ ସଦର ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା -୨୦୨୬ ଉଦଘାଟିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ…