ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଓଡ଼ିଶା ବନ୍ଦ ଡାକରାକୁ କଣିହାଁ ବ୍ଲକ କଂଗ୍ରେସର ସମର୍ଥନ
*ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଓଡ଼ିଶା ବନ୍ଦ ଡାକରାକୁ କଣିହାଁ ବ୍ଲକ କଂଗ୍ରେସର ସମର୍ଥନ* ଓଡ଼ିଶା ବନ୍ଦ ଡାକରା ରେ ଅନୁଗୋଳ ଜିଲ୍ଲ କଣିହାଁ ବ୍ଲକ କଂଗ୍ରେସ ତରଫରୁ କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଟୋଲଗେଟ ଛକ ଠାରେ…
