ମହାନଦୀ ବିବାଦ: ଆଜି ଦିଲ୍ଲୀରେ ବଡ଼ ବୈଠକ, ଶାହଙ୍କ ମଧ୍ୟସ୍ଥତାରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ
ମହାନଦୀ ବିବାଦ: ଆଜି ଦିଲ୍ଲୀରେ ବଡ଼ ବୈଠକ, ଶାହଙ୍କ ମଧ୍ୟସ୍ଥତାରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ଭୁବନେଶ୍ୱର, ୧/୧୦: ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ…
