ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ : ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ : ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ବାଲିଗୁଡ଼ା, ୯/୧୧:(ସୁଶୀଳ କୁମାର ପାଣିଗ୍ରାହୀ): ପବିତ୍ର ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ଶ୍ୟାମା…
