ରାଷ୍ଟ୍ରପତି ଭବନରେ ଗାର୍ଡ ପରିବର୍ତ୍ତନ ସମାରୋହର ସମୟ ପରିବର୍ତ୍ତନ
ରାଷ୍ଟ୍ରପତି ଭବନରେ ଗାର୍ଡ ପରିବର୍ତ୍ତନ ସମାରୋହର ସମୟ ପରିବର୍ତ୍ତନ ନୂଆଦିଲ୍ଲୀ, ୬/୧୧: ରାଷ୍ଟ୍ରପତି ଭବନ ପରିସରରେ ପ୍ରତି ଶନିବାର ଅନୁଷ୍ଠିତ ହେଉଥିବା ପାରମ୍ପରିକ ଗାର୍ଡ ପରିବର୍ତ୍ତନ ସମାରୋହର ସମୟରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ନଭେମ୍ବର ୭ ତାରିଖ ଶନିବାରଠାରୁ ଏହି ସମାରୋହ…
