ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ପିଇଓଙ୍କୁ ୪ ବର୍ଷ ଜେଲ୍
### ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ପିଇଓଙ୍କୁ ୪ ବର୍ଷ ଜେଲ୍ ବୃଦ୍ଧାବସ୍ଥା ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ଦୋଷୀ ସାବ୍ୟସ୍ତ, ଚାକିରିରୁ ବହିଷ୍କାର ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ଭବାନୀପାଟଣା: ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଜଣେ ପଞ୍ଚାୟତ ନିର୍ବାହୀ…
