Spread the love

ଛାତରୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟା
ତାଳଚେର, ୨୪/୦୯ ତାଳଚେର ଦେଖିବାକୁ ମିଳିଛି ଏକ ଅବାବନୀୟ ଘଟଣା । ତାଳଚେର ବ୍ଳକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମର ସୁଧିର ବାରିକ ଡ଼େରା ସ୍ଥିତ ଏକ ଭଡ଼ାଘରେ ରହୁଥିଲେ । ସେ ଆଜି ସକାଳୁ ହଠାତ୍ କୌଣସି କାରଣବସତଃ ଛାତ ଉପରୁ ତାଳ ଡ଼େଇଁ ଆତ୍ମହତ୍ୟା କରିଥିବା ଘଟଣା ଅଂଚଳରେ ଚାଚଂଲ୍ୟ ସୃଷ୍ଟି କରିଛି । ସେ କାହିଁକି ଏପରି କାଣ୍ଡି ଭିଆଇଲେ ତା ପଛରେ କ’ଣ ଥାଇପାରେ ବୋଲି ସେହି ଅଂଚଳରେ ଚର୍ଚ୍ଚା ହେଉଥିବା ବେଳେ ଖବର ପ୍ରଚାରିତ ହେବା ପରେ ସେଠାରେ ପୋଲିସ୍ ପଂହଚି ଶବକୁ ଜବତ କରିଥିବା ଜଣାପଡ଼ିଛି । ଖବର ଲେଖାହେଲା ବେଳକୁ ଏସମ୍ପର୍କରେ ଅଧିକ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *