ସ୍ୱଚ୍ଛ ଭାପୁର ସୁନ୍ଦର ଭାପୁର କାର୍ଯ୍ୟକ୍ରମ ଶୁଭାରମ୍ଭ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଓଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପୂର୍ବକ, ଆଜି ସୁଧୀର କୁମାର ସାମଲ ଫ୍ୟାନ କ୍ଲବ ତରଫରୁ ଇଂ ଶୁଭ ପ୍ରସାଦ ପଣ୍ଡା ଙ୍କ ନେତୃତ୍ୱ ରେ ଭାପୁର ବଜ଼ାର ରେ ବିଭିନ୍ନ ସ୍ଥାନ ରେ ସ୍ୱଚ୍ଛ ଭାପୁର ସୁନ୍ଦର ଭାପୁର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଡଷ୍ଟବିନ ପ୍ରଦାନ କରାଯାଇଥିଲା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ସରୋଜ ପଣ୍ଡା, ସୂର୍ଯ୍ୟ ପୃଷ୍ଟି, ଦୁଃଖବନ୍ଧୁ ଖଟୁଆ, ଦିପ୍ତୀରଂଜନ ସାହୁ, ନାନକ ଜୟନ୍ତ, ଗଣେଶ ସାହୁ, ମଇ ପଟନାୟକ, ପ୍ରସନ୍ନ ପଣ୍ଡା, ଶେଷ ଦଳେଇ, ବିକାଶ, କିରଣ ଦଳେଇ ଆଦି ସହଯୋଗ କରିଥିଲେ



