
ମହାପୁରୁଷ ସୁବାଷ୍ ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାଳନ
ଜେ. ବି. ଏନ୍ (୨୩/୦୧ /୨୦୨୧) ମହାପୁରୁଷ ସୁବାଷ୍ ବୋଷ ଙ୍କ ୧୨୫ ତମ ଜନ୍ମ ତିଥି ଅବସରରେ ଓଡିଶା ପ୍ରଗତି ଦଳ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଭପତି ଶ୍ରୀ ପ୍ରତାପ କୁମାର ପଣ୍ଡାଙ୍କ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ର ସ୍ମୃତି ଚାରୁଣ କରିବା ସହିତ ଜିଲ୍ଲା ର ସମସ୍ତ କର୍ମୀ ମାନଙ୍କୁ ସୁବାଷ୍ ବୋଷ ଙ୍କ ନୀତି ଓ ଆଦର୍ଶ ରେ ବର୍ତ୍ତୀ ହୋଇ ରାଜ୍ଯ ତଥା ଦେଶ ପାଇଁ ସାଧୁ ତାର ସହ ଲଢେଇ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ମିଶ୍ର୍, ଗୁଡ଼ିଆ,ସନ୍ତୋଷ ସାହୁ, ତୃପ୍ତି ଦେବୀ, ପ୍ରଶାନ୍ତ ଶତପଥୀ ଉପସ୍ଥିତ ରହିଥିଲେ।



